( ଗାଧୋଇଲା ବେଳେ ) – ଏହି ୫ଟି ଭୁଲ୍ କରନ୍ତୁ ନାହିଁ | ବେଳା ଖରାପ ପଡିଯିବ । ସାରା ଜୀବନ ପସ୍ତେଇବେ

body-wash

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ଆଜି ଏହି ଠାରେ ଜାଣିବା ଗାଧୋଇବା ସମୟରେ ସାଧାରଣ ଭାବେ ଆମେ କେଉଁ ଭୁଲ କରିଲେ ଆମେ ପାପ ର ଭାଗୀ ଦାରୀ ହୋଇ ଥାଏ । ତେବେ ଆସନ୍ତୁ ଆମେ ଏହି ବିଷୟରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ଏହି ବିଷୟରେ ଜ୍ୟତିଷ ଶାସ୍ତ୍ରରେ ବହୁତ ସମୟ ଧରି କୁହା ଜାଇ ଥାଏ କି ଗାଧୋଇବାର ସମୟ ଜାହା କି ପ୍ରତି ଦିନ ଆପଣ ମାନେ ଦିନର ଆରମ୍ଭ ରୁ କରି ଥାନ୍ତି , ଆପଣ ମାନେ ଗାଧୋଇବା ସମୟ ରେ ଜାହା ସବୁ କରି ଥାନ୍ତି ତାହାର ପ୍ରଭାବ ଚନ୍ଦ୍ର , ରାହୁ ଏବଂ କେତୁ ଗ୍ରହ ଉପରେ ପଡି ଥାଏ । ରାହୁ ଏବଂ କେତୁ ଗ୍ରହ ର ଦୋଷ ଯେଉଁ ଲୋକଙ୍କ ଉପରେ ପଡି ଥାଏ ସେମାନେ କେବେ ବି ଉନ୍ନତି କରି ପାରନ୍ତି ନାହିଁ  । ସେମାନଙ୍କ ମଧ୍ୟରେ ସବୁ ସମୟରେ ଦରିଦ୍ରତା ଦେଖିବା ପାଇଁ ମିଳେ ।

ପ୍ରଥମେ ରହିଛି ଯଦି ଆପଣ ମାନେ କେବେବି ଗାଧୋଇବା ସମୟ ରେ ବାଥରୁମ୍ ମଧ୍ୟ ରେ ନଖକୁ କାଟି ଥାନ୍ତି । ତେବେ ସେହି ପରି ବେଳେ ସେମାନଙ୍କ ଉପରେ ଏହି ଦୋଷ ଲାଗି ଥାଏ । ଆପଣ ମାନେ ଗାଧୋଇବା ପୂର୍ବରୁ ଏହି କାର୍ଯ୍ୟକୁ କରି ପାରନ୍ତି । ସେହି ପରି ଭାବେ ଗାଧୋଇବା ସମୟରେ ଆପଣ ମାନେ କେବେ ବି ସେଭିଂ କରନ୍ତୁ ନାହିଁ । ଏହାର ମଧ୍ୟ ପ୍ରଭାବ ଆପଣ ମାନଙ୍କ ଉପରେ ପଡେ ।

ସେହି ପରି ଭାବେ ତୃତୀୟ ରେ ରହିଛି । ଅନ୍ୟ ଘର ଦ୍ୱାରା ଦିଆ ଜାଇ ଥିବା କୈଣସି ଜିନିଷ କୁ ବାଥରୁମ୍ ରେ ବ୍ୟବହାର କରନ୍ତୁ ନାହିଁ ।ଯେମିତିକି ଯେକୈଣି ବସ୍ତୁ ଯେମିତି କି ମଗ୍ ବ୍ଲାଟି ଆଦିକୁ ଏହା ସହିତ ଅନ୍ୟ କୌଣସି ଟାୱେଲ୍ ଏବଂ ବସ୍ତ୍ରୁ କୁ ବ୍ୟବହାର କରିବା ବି ଭଲ ନୁେହଁ । ସେହି ପରି ଭାବେ ଗାଧୋଇବାର ଠିକ୍ ପରେ ଅଗ୍ନୀର ସ୍ପର୍ଶ କରିବା ଠିକ୍ ନୁହେଁ । ଅଗ୍ନୀ ଏବଂ ପାଣି ଏକା ସହିତ ରହିଲେ ଆମ ରାଶି ଚକ୍ରରେ ବିପଦ ବଢିଥାଏ । ସ୍ନାନ କରିବା ସମୟ ରେ ଆମର ଚିନ୍ତା ଧାରା କୁ ସ୍ୱଚ୍ଛ ରଖିବା ନିହାତି ଆବଶ୍ୟକ ଅଟେ ।

ଗାଧୋଇବା ସମୟ ରେ ଯଦି ଆପଣ ମାନେ କୈଣସି କୁ ବା ଖରାପ ଚିନ୍ତା ଆପଣ ମାନଙ୍କ ମନରେ ଆଣୁଛନ୍ତି ତେବେ ନିଶ୍ଚିତ ଭାବେ ଏହାର ପ୍ରଭାବ ମଧ୍ୟ ଆପଣ ମାନଙ୍କ ଉପରେ ସିଧା ଭାବେ ପଡିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *