ଆଜିବି ହିମାଳୟରେ ରହିଛି ଅମୃତର ନଦୀ , ଥରେ ଏହି ନଦିରୁ ପାଣି ପିଇଲେ ଆପଣ ହୋଇଯିବେ ଅମର ,ବର୍ତମାନ ସୁଧା ଏହାର ଜଳ ପିଇ 7 ଜଣ ଅମର ରହିଛନ୍ତି ।

beautiful-river

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଜାଣିଛନ୍ତି ହିମାଳୟ କୁ ଆମ ହିନ୍ଧୁ ଧର୍ମ ରେ ଗୋଟିଏ ମହତ୍ୱ ରୂପ ଭାବେ ଦର୍ଶା ଜାଇ ଅଛି । ଏମିତି କୁହାଜାଇ ଥାଏ କି ଏହି ପର୍ବତ ମଧ୍ୟ ରେ ଏମିତି ବହୁତ ରହସ୍ୟ ମାନ ରହିଛି ଜାହା ଆଜିର ଦିନ ରେ ସାଧାରଣ ଲୋକ ମାନଙ୍କ ପାଖକୁ ପହଁଚି ନାହିଁ । ସେହି ସମୟ ରେ ଏହି ସବୁ ରହସ୍ୟ କୁ ମୁନୀ ଋଷି ମାନେ ହିମାଳୟ ପର୍ବତ ମାଳା ରେ ଲୁଚି କରି ଜାଇଛନ୍ତି । ଆମେ ଆପଣ ମାନଙ୍କୁ ସେହି ବିଷୟ ରେ ସୂଚନା ପ୍ରାପ୍ତି କରେଇବା ପାଇଁ ଆସିଛୁ । ଯେଉଁ ବିଷୟ ରେ ସୂଚନା ପାଇଲେ ହୁଏତ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ପାରନ୍ତି ।
1. ପ୍ରଭାବିତ ହେଉଛି ଦିବ୍ୟ ନଦୀ ।

ହଁ ଆଜ୍ଞ୍ୟା ଆଜିର ଦିନ ରେ ହିମାଳୟ ପର୍ବତ ମାଳା ପବିତ୍ର ଦିବ୍ୟ ଅମୃତ ର ନଦୀ ବହି ରହିଛି । ହେଲେ ଏହା ଆଣ ସାଧାରଣ ଲୋକ ମାନଙ୍କୁ ଜଣା ପଡ଼ି ନାହିଁ । ସେହି ନଦୀ ବିଷୟ ରେ ବି ଏମିତି ଉଫା ରହିଛି କି ବର୍ତମାନ ସମୟ ରେ ସେହି ନଦୀ ରୁ 7 ଜଣ ଲୋକ ମାନେ ପାଣି ପିଇ କରି ଅମର ହୋଇ ରହିଛନ୍ତି ।
2.ସବୁ ଠାରୁ ମହତ୍ୱ ପୂର୍ଣ୍ଣ ତିର୍ଥ ସ୍ଥଳ ।

ସାଧାରଣ ଭାବେ ହିମାଳୟ କୁ ଦେବା ଦେବୀ ମାନଙ୍କ ରହିବା ସ୍ଥାନ ବୋଲି ବି କୁହା ଜାଇ ଥାଏ । ଏବଂ ସେହି ପରି ବେଳେ ଆପଣ ମାନେ କେବେ ଧ୍ୟନ ଦେଇଛନ୍ତି ଏହି ହିମାଳୟ ରେ କୈଲାଶ ମାନସରୋବର ଅମରନାଥ କୌଶରନାଥ ବୈଷ୍ଣୋଦେବୀ ପଶୁପାତିନାଥ ହରିଦ୍ବାର ବଦ୍ରୀନାଥ କେଦାରନାଥ ଗୋମୁଖ, ଦେବପ୍ରୟାଗ ଋଷିକେଶ ଏବଂ ଏମିତି ବହୁତ ଗୁଡ଼ିଏ ତିର୍ଥ ସ୍ଥଳ ମାନ ରହିଛି ।ଏବଂ ଏହା ଆଜିର ଦିନ ରେ ଗୋଟିଏ ମହତ୍ୱ ପୂର୍ଣ୍ଣ ସ୍ଥାନ ହୋଇ ରହିଛି ।
3. ଦେବ ସ୍ଥାନ ।

ଯଦି ଆମେ ଧର୍ମ ଗ୍ରନ୍ଥ ବିଷୟ ରେ କଗିବା ତେବେ ଏହି ହିମାଳୟ ରେ ପୁରୁଣା ସମୟ ରେ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର ରହୁ ଥିଲେ । ଏବଂ କୈଳାଶ ତଥା ହିମାଳୟ ର କିଛି ଲିଲୋମିଟର ଉପରେ ହିଁ ନନ୍ଦନକାନନ ବନ ରେ ଇନ୍ଦ୍ର ରାଜା ଙ୍କ ମହଲ ରହି ଥିଲା ।
4. ଜଡିବୁଟିର ଭଣ୍ଡାର ।

ସେହି ପରି ଭାବେ ବିଭିନ୍ନ ଗ୍ରନ୍ଥ ରେ ରହିଛି କି ହିମାଳୟ ଗୋଟିଏ ଜଡିବୁଟିର ଭଣ୍ଡାର ବୋଲି ବିଭିନ୍ନ ସମୟ ରେ ଏହି ଠାରେ ଥିବା ଜଡିବୁଟି କୁ ବ୍ୟବହାର କରୁ ଥିବାର ଦେଖିବା ପାଇଁ ମିଳେ । ତଥା ରାମାୟଣ ରେ ଗନ୍ଧମାର୍ଧନ ପର୍ବତ ବି ଏହି ହିମାଳୟ ର ଗୋଟିଏ ସ୍ଥାନ ଅଟେ ବର୍ତମାନ ସମୟ ର ବିଜ୍ଞ୍ୟନ ର କଥା କହିବା ବର୍ତମାନ ସମୟ ବି ହିମାଳୟ ରେ ଲକ୍ଷ ଲକ୍ଷ ସଂଖ୍ୟକ ଜଡିବୁଟି ରହିଛି । ଜାହା ଆମ ଦେହ ର ସବୁ ପ୍ରକାରର ରୋଗ କୁ ଦୂର କରି ପାରିବ ।

Leave a Reply

Your email address will not be published. Required fields are marked *