ଏହି ମହିଳା ଜଣ ଙ୍କ ସ୍ଟେଜ ରେ ଊପରେ ଡ୍ୟାନ୍ସ କରି ଦର୍ଶକ ଙ୍କ ମନରେ ନିଆଁ ଲଗାଇ ଦେଇଛନ୍ତି । ଏହି ଡ୍ୟାନ୍ସ ର ଭିଡିଓ କୁ 50 ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେଣି ।

dance

ସାଧାରଣତ ଡ୍ୟାନ୍ସ ବିବାହ ର ଊତ୍ସବ ରେ କିମ୍ବା କୈଣସି ପର୍ବ ପର୍ବାଣି ରେ ଏମିତି କିଛି ସ୍ପେସିଆଲ ଦିନ ମାନଙ୍କରେ ଅନୁଷ୍ଠିତ ହୋଇଥାଏ । ଭାରତରେ ହେଉଥିବା ବିବାହ ସମଗ୍ର ଦୁନିଆ ରେ ହେଉ ଥିବା ବିବାହ ଠାରୁ ପୁରା ଅଲଗା ଅଟେ । ଭାରତୀୟ ବିବାହ ରେ ଲୋକ ମାନେ ବହୁତ ଦୂର ଦୂରାନ୍ତ ରୁ ଆସି ତାଙ୍କର ବନ୍ଧୁ ବର୍ଗ ଙ୍କ ବିବାହ ର ଉତ୍ସବ ରେ ଆସି ସେମାନେ ବିବାହ ଉତ୍ସବ ର ଆନନ୍ଦ ଉଠାଇ ଥାନ୍ତି । ଏହି ବିବାହ ରେ ହେଉଥିବା ସମସ୍ତ ରୀତି ରିବାଜ ଏକ ଭାରତୀୟ ପରମ୍ପରା ଅଟେ । ହେଲେ ଆଜି କାଲିର ବିବାହ ରେ ବହୁତ ପରିବର୍ତ୍ତନ ଘଟିଛି । ଆଜିର ଏହି ଟ୍ରେଣ୍ଡିଙ୍ଗ ଯୁଗ ରେ ଲୋକ ମାନେ ବିବାହ ରେ ଡିଜେ ବଜାଇ ବହୁତ ଧୁମ ଧାମ ର ସହ ଡ୍ୟାନ୍ସ କରୁଛନ୍ତି । ଏହି ଡିଜେ ର ସାଉଣ୍ଡ ଶୁଣି ନ ନାଚୁ ଥିବା ଲୋକ ମଧ୍ୟ ନାଚିବାରେ ଲାଗୁଛି ।

ଆଜି ଆମେ ଏମିତି ଏକ ଭିଡିଓ ଦେଖାଇବାକୁ ଯାଉଛୁ ଯେଉଁ ଥିରେ ଏକ ସୁନ୍ଦରୀ ମହିଳା ଜଣଙ୍କ ବହୁତ ସୁନ୍ଦର ଡ୍ୟାନ୍ସ କରୁଛନ୍ତି । ସେହି ମହିଳା ଜଣଙ୍କ ତାଙ୍କର ଏହି ଡ୍ୟାନ୍ସ ପାଇଁ ସେ ଏବେ ସୋଶିଆଲ ମିଡିଆ ରେ ବହୁତ ଚର୍ଚ୍ଚା ର ବିଷୟ ପାଲଟିଛନ୍ତି । ଆମେ ଆପଣ ଙ୍କୁ କହି ରଖୁଛୁ କି ସୋଶିଆଲ ମିଡିଆ ଏକ ଏମିତି ଜିନିଷ ଯାହାକି ଏଥିରେ ଲୋକ ମାନଙ୍କର ଲୋକ ପ୍ରିୟତା ବହୁତ ଶିଘ୍ର ବଢି ଥାଏ କାରଣ ଏଥିରେ ଯଦି ଆପଣ ଙ୍କ ଭିଡିଓ ଅଧିକ ରୁ ଅଧିକ ଭାଇରାଲ ହେଉଛି ତ ଆପଣ ଙ୍କର ଲୋକ ପ୍ରିୟତା ବଢିବାରେ ଲାଗିବ । ଏମିତି କିଛି ଘଟଣା ଘଟିଛି ଏକ ମହିଳା ଙ୍କ ସହ ଯିଏକି ଆଜି ଶୋଶିଆଲ ମିଡିଆ ର ଏବେ ଡ୍ୟାନ୍ସ ରାଣୀ ସାଜିଛନ୍ତି । ଏହି ମହିଳା ଜଣ ଙ୍କ ତାଙ୍କର ବନ୍ଧୁ ଙ୍କ ବିବାହ ଉତ୍ସବ କୁ ଆସିଥିଲେ ଏବଂ ସେଠାରେ ସେ ଏକ ଡିଜେ ବଜୁଥିବା ଗୀତ ରେ ତାଙ୍କର ସୁନ୍ଦର ଡ୍ୟାନ୍ସ ଦେଖାଇ ଥିଲେ । ଯାହା ଏବେ ସୋଶିଆଲ ମିଡିଆ ରେ 50 ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେଣି ।

Leave a Reply

Your email address will not be published. Required fields are marked *