ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁ ମାନେ ଆମେ ଆଜି ଏଠାରେ ଜାଣିବା କି ରାତିରେ କେଉଁ ଆଡକୁ ମୁଣ୍ଡ କରି ଶୋଇଲେ ଆମର ଅସୁବିଧା ଏବଂ ସୁବିଧା ହୋଇ ଥାଏ । ବାସ୍ତୁ ଶାସ୍ତ୍ର ହିସାବରେ ଯଦି ଆମେ ଆମର ନୀତି ଦିନିଆ କାମ କରିବା, ତେବେ ଆମର ଶରୀରକୁ ସୁସ୍ଥତା ରଖିବା ସହିତ ଆମର ଭବିଶ୍ୟତ କୁ ବି ବଞ୍ଚାଇ ପାରିବା । କଣ ଆପଣ ମାନେ ଜାଣିଛନ୍ତି ଆପଣ ଙ୍କ ଶୋଇବାର ଦିଗ ତଥା ଆପଣ ମାନଙ୍କ ବେଡ୍ ର ଦିଗ ଆପଣଙ୍କୁ ମାଆ ଲକ୍ଷ୍ମୀ ଙ୍କ ଠାରୁ ଦୂରେଇ ଦେଇ ଥାଏ । ଏବଂ ସରଶ୍ବତୀ ଙ୍କ ଠାରୁ ମଧ୍ୟ ଦୂରେଇ ଦେଇ ଥାଏ । ତେବେ ଆସନ୍ତୁ ଏହି ବିଷୟ ରେ ଅଧିକ ଭାବେ ଜାଣିବା ।
ଯଦି କେବେ ଆପଣ ମାନେ ବହିକୁ ମୁଣ୍ଡ ତଳେ ରଖି ଶୋଇ ପଡୁଛନ୍ତି ବା ମୁ୍ଣ୍ଡ ଉପରେ ରଖି ଶୋଇ ପଡୁଛନ୍ତି ତେବେ ସେମିତି ବେଳେ ବିଦ୍ୟାର ଦେବୀ ମାତା ସକଶ୍ୱତୀ ଆପଣ ମାନଙ୍କ ପାଖରୁ ଦୂରେଇ ଯିବେ । ଏହା ତାଙ୍କର ଅପମାନ ହୋଇ ଥାଏ । ଆପଣ ମାନେ ବହୁତ ସମୟ ରେ ବହି ଖାତା କୁ ପାଖରେ ରଖି ସେମିତି ଶୋଇ ପଡନ୍ତି । ତେବେ ସେମିତି କରିବା ଆପଣଙ୍କୁ ବିଫଳତା ଦେଇ ପାରେ । କେବେ ବି ପ୍ରେବେଶ ଦ୍ୱାରା ଆଡକୁ ଗୋଡ କରି ଶୋଇବା ଠିକ ନୁହେଁ । ଏମିତି ରେ ମାଆ ଲକ୍ଷ୍ମୀ ଙ୍କର ଅପମାନ ହୋଇ ଥାଏ । ତେବେ କେବେ ବି ଏମିତି କରନ୍ତୁ ନାହିଁ ।
ସବୁ ବେଳେ ମୁଣ୍ଡ ପୂର୍ବ ଏବଂ ଗୋଡ ପଶ୍ଚିମ କୁ କରି ଶୋଇବା ବହୁତ ଭଲ ହୋଇ ଥାଏ । ଏହା ଦ୍ୱାରା ଭଲ ନିଦ ହେବା ସହିତ ଆପଣ ମାନଙ୍କ ଆୟୁ ବଢି ଥାଏ । ଯଦି ଘରେ ଏମିତି ସୁବିଧା ନାହିଁ । ତେବେ ଆପଣ ମାନେ ମୁଣ୍ଡ ଦକ୍ଷିଣ କୁ ଏବଂ ଗୋଡ ଉତ୍ତର କୁ କରି ଆପଣ ମାନେ ଶୋଇ ପାରିବେ । ସବୁ ବେଳେ ଆପଣ ମାନେ ମନେ ରଖିବେ କି ଉତ୍ତର ଦିଗ କୁ ସବୁ ବେଳେ ମୁଣ୍ଡ କରି ଆପଣ ମାନେ ପାଠ ପଢିଲେ ଆପଣ ମାନଙ୍କ ମୁଣ୍ଡ ରେ ସବୁ ପାଠ ପସି ଥାଏ । ନଚେତ୍ ଆପଣ ମାନଙ୍କ ମନ ଏଣେ ତେଣେ ବୁଲି ଥାଏ । କେବେ ବି ପାଣିକୁ ମୁଣ୍ଡ ପାଖରେ ରଖି ଶୁଅନ୍ତୁ ନାହିଁ ଏହା ଦ୍ୱାରା ଆପଣଙ୍କ ମନ ସବୁ ବେଳେ ଚଞ୍ଚଳ ହେବ , ଫଳରେ ଆପଣ ପଢାରେ ମନ ଦେଇ ପାରିବେନି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।