ଦୁଇ ଜାଆଁଳା ଭଉଣିଙ୍କ ଫଟୋ, ସୋସିଆଲ ମିଡିଆରେ ହେଉଛି ଭାଇରାଲ , କାରଣ ଜାଣିଲେ ଚମକି ପଡିବେ

came-co

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । କୁହନ୍ତୁ ଏହି ଦୁନିଆଁ ରେ ଏକା ଭଳି 7 ଟି ଚେହେରା ରହିଛି । ଏବେ ପର୍ଯ୍ୟନ୍ତ ଆପଣ ମାନେ ଏକା ଭଳି ଚେହେରା ଆପଣ ମାନେ ଦେଖି ଥିବେ ହେଲେ ଅନ୍ୟ ଅନ୍ୟ ସ୍ଥାନ ରେ ଦେଖିବା ପାଇଁ ପାଉ ଥିବା ବେଳେ ଏହି ଦିନ ରେ ଏମିତି ଦୁଇ ଭଉଣୀ ଙ୍କୁ ଦେଖିବା ପାଇଁ ମିଳିଛି ଯେଉଁ ମାନେ କୁ ଜାଆଁଳା ହୋଇ ଥିଲେ ମଧ୍ୟ ,ସେମାନଙ୍କ ଚେହେରା ଏତେ ପରିମାଣ ରେ ଦୁହିଁଙ୍କ ସହିତ ମିଶୁଛି ଜାହା ଆଜି ପର୍ଯ୍ୟନ୍ତ ଏମିତି ଅନ୍ୟ ସହିତ ହୋଇ ନାହିଁ । ତେବେ ହଲିଉଡ ର ସେଲିବ୍ରଟି ଭଳି ଦେଖା ଦେଉ ଥିବା ଏହି ଦୁଇ ଭଉଣି ଙ୍କ ନାମ ହେଲା କେମ୍ ଏବଂ କୟଲ୍ ଏମାନଙ୍କ ଜାଆଁଳା ହେବାର ବହୁତ ଗୁଡ଼ିଏ ଫୋଟ ଗୁଡିଏ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ।

ଆପଣ ମାନଙ୍କୁ ବିଶ୍ୱାସ ହେବ ନାହିଁ କି ଏହି ଫୋଟ ଗୁଡିକୁ ଯିଏ ବି ଦେଖୁଛୁ ସେ ଆଶ୍ଚର୍ଯ୍ୟ ରେ ପଡି ଜାଉଛି । ସେମିତି ରେ ଏହି ଦୁଇଙ୍କ ଏକା ଭଳି ଚେହେରା ହୋଇ ଥିବା ବେଳେ ବିଗତ ଦିନ ମାନଙ୍କ ରେ ସେମାନଙ୍କୁ ହଲିଉଡ ର ଫିଲ୍ମ ର ଅଫର ମଧ୍ୟ ମିଳିବାର ରହିଛି ବୋଲି ଆମ ପାଖରେ ସୂଚନା ରହିଛି । ସେମିତି ରେ ବର୍ତମାନ ସମୟ ରେ ଏହି ଦୁହିଁଙ୍କ ଫୋଟ ଇଣ୍ଟରନେଟ୍ ରେ ଭାଇରଲ ହେଉ ଥିବା ବେଳେ ଦୁଇ ଭଉଣୀ ଙ୍କ କହିବା କଥା କି ଆମେ ଦୁହେଁ ଜନ୍ମ ରୁ ଏମିତି ହୋଇ ଥିଲେ ମଧ୍ୟ ପରିବାର ଲୋକ ମାନଙ୍କ ସଂମ୍ପର୍ଣ୍ଣ ସହାୟତା ପାଇଁ ହିଁ ଆମେ ଆଜି ଏଠାରେ ପହଁଚିଛୁ । ସେହି ପରି ବେଳେ ସୂଚନା ଦେବୁ କି ଏହି ଦିନ ରେ ଏମାନଙ୍କ ଫୋଟ ର ବହୁତ ଡିମାଣ୍ଡ ରହୁ ଥିବା ବେଳେ ୱେଷ୍ଟଣ୍ଡିଜ୍ ରେ ସେମାନେ ଟ୍ରେଣ୍ଡିଙ୍ଗ୍ ରେ ଆସି ଜାଇ ଥିବାର ଦେଖିବା ପାଇଁ ମିଳିଛି ।

came-coel2

କେବଳ ସେତିକି ନୁହେଁ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ସେମାନେ 6 ଲକ୍ଷ ରୁ ଅଧିକ ଥର ସର୍ଚ୍ଚ କରା ଜାଇ ଥିବାର ଦେଖିବା ପାଇଁ ମଧ୍ୟ ମିଳିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *