ସିଂହ, ସାପ ଓ କୁମ୍ଭୀର ମଧ୍ୟରେ ଫସିରହିଚି ଏହି ଛୁଆଟି, ବୁଦ୍ଧିର ପ୍ରୟୋଗ କରନ୍ତୁ , ଓ କୁହନ୍ତୁ କିପରି ବଞ୍ଚିବ – କେବଳ ବୁଦ୍ଧିମାନ ଲୋକର ଏହାର ଜବାବ ଦେଇ ପାରିବେ..

boy

ବହୁତ ଲୋକ ଅଛନ୍ତି ଯେଉଁମାନେ ନିଜ ବିଷୟରେ ବଖାଣୀଥାନ୍ତି , ଓ କହନ୍ତି କି ଆମର ଦିମାଗ୍ ସବୁଠାରୁ ଅଧିକା ତେଜ୍ ଅଛି , କେଉଁ ଭଳି ଅସୁବିଧା ହେଉ ନା କାହିଁକି ସେ ନିଜ ବୁଦ୍ଧି ଖଟାଇ ତାହାର ସମାଧାନ ବାହାର କରିଦେବେ , କିନ୍ତୁ ବହୁତ ଏମିତି ଲୋକ ଅଛନ୍ତି ଯିଏକି ଭୁଲି ଯାଆନ୍ତି କି କେବେ ସାମ୍ନା ଏମିତି ଏକ ଅସୁବିଧା ସହ ହୋଇଯାଏ , ଯେବେ ଆମର ଦିମାଗ ପୁରା ଭାବେ କାମ କରିବା ବନ୍ଦ କରିଦିଏ , ଓ କିଛି ବୁଝାପଡେନି , ଯଦି ଆପଣ ସେହି ଲୋକଙ୍କର ମଧ୍ୟରୁ ଅଛନ୍ତି ତେବେ ଆମେ ଏକ ପହେଲି ନେଇକରି ଆସିଛୁ ଯାହାର ସମାଧାନ ଆପଣଙ୍କୁ କରିବାକୁ ହେବ । ଯଦି ଆପଣ ଏହିପରି ଅସୁବିଧାରେ ଫସିସାରିଛନ୍ତି ଯେଉଁଠି ସାପ,କୁମ୍ଭୀର, ବାଘ ଚାରିପଟେ ଅଛନ୍ତି ଓ ଲାଗୁଛି ମୃତ୍ୟୁ ଆପଣଙ୍କ ଚାରିପଟେ ବୁଲୁଚି , ତେବେ ଆପଣ କଣ କରିବେ , ଚାଳନ୍ତୁ ଆମେ ଆପଣଙ୍କୁ ପୁରା ମାମଲା କହିବୁ ,

ଆମେ ଆପଣଙ୍କୁ ଫଟୋରେ ଦେଖାଉଛୁ କି ଏହି ଫଟୋରେ ଆପଣ ଦେଖିପାରୁଥିବେ କି ଗୋଟେ ପିଲା ଏକ ଗଛରେ ଝୁଲି ରହିଛି , ଓ ଗଛଟି ଅଧା କଟା ଅବସ୍ଥାରେ ଅଛି , ଏମିତିରେ ସେ ନିଜକୁ ବଞ୍ଚାଇବାକୁ ବହୁତ ପ୍ରୟାସ କରୁଛି , କିନ୍ତୁ ତାର ଆଖପାଖରେ ବହୁତ ବିପଦ ଅଛି , ଓ ସେ ଉପରକୁ ଚଢିବା ମାତ୍ରେ ସାପ ଉପରେ ଅଛି , ଓ ତଳେ ନଦୀ ଅଛି , ଯେଉଁଥିରେ ଦୁଇଟି କୁମ୍ଭୀର ଅଛନ୍ତି , ଓ ଯେଉଁଠି ସୁଖିଲା ସ୍ଥାନ ଅଛି ସେଠି ଏକ ବାଘ ଅଛି । ଏବେ ଭାବିକରି କୁହନ୍ତୁ ଏହି ପିଲାଟି ନିଜର ଜୀବନ କିପରି ବଞ୍ଚାଇବ , ଏବେ ଆପଣ ନିଜର ବୁଦ୍ଧିର ପ୍ରୟୋଗ କରି କୁହନ୍ତୁ ଏପରି ହାଲତରେ ଫସି ଗଲେ ଆପଣ କଣ କରିବେ ।

ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଦେବାପାଇଁ ନିଜ ବୁଦ୍ଧିର ପ୍ରୟୋଗ କରୁଛନ୍ତି ତେବେ ଅଟକିଯାଆନ୍ତୁ , ଏହାର ଜବାବ ଏତେ ସାଧାରଣ ନୁହେଁ , ଆମେ କହିଦେବୁ କି ଏହାର ଉତ୍ତର ତିନୋଟି ଅଛି ।

ପ୍ରଥମ ଜବାବ୍ : ଯଦି ସେ ଗୋଟେ ହାତରେ ସାପର ଲାଞ୍ଜକୁ ଧରି ପକାଇ ବାଘ ଆଡକୁ ପକାଇଦେବ ତେବେ ବାଘ ଡରିଯିବ ଓ ସେ ସେହି ସୁଖିଲା ସ୍ଥାନରେ କିଛି ସମୟ ରହିପାରିବ , ଯାହାଦ୍ୱାରା ସେ ତଳକୁ ଆସି ଗଛ ତଳେ ପଡିଥିଲା କୁରାଢୀକୁ ଉଠାଇନେଇପାରିବ , ଓ ବାଘକୁ କାଟିଦେବ , ଏହାପରେ ସେ ଭୋକିଲା କୁମ୍ଭୀରଙ୍କୁ ଖାଇବାକୁ ପକାଇଦେବ , ଏହିପରି ଜିବନ ବଞ୍ଚାଇପାରିବ । ଦ୍ୱିତୀୟ ଜବାବ୍ : ଯଦି ଏହି ପିଲାଟି ନିଦରେ ଅଛି , ତେବେ ଉଠିବାକୁ ପଡିବ , କାରଣ ଏମିତି ଜିନିଷ କେବଳ ସ୍ୱପ୍ନରେ ଆସେ । ତୃତୀୟ ଜବାବ୍ : ଏହି ସମୟରେ ଯଦି ଏହି ଅସୁବିଧାରୁ ରକ୍ଷାପାଇବାର ଅଛି ତେବେ ଭଗବାନଙ୍କୁ ଡାକିବା ଠିକ୍ ହେବ ।

Leave a Reply

Your email address will not be published. Required fields are marked *