ବୁଲ ବୁଲ ପରେ ପରେ ସୃଷ୍ଟି ହେଲା ଆଉ ଏକ ସାମୁଦ୍ରିକ ଝଡ ” ନାକଡି ” ! କଣ ଏହା ଓଡିଶାରେ ହେବ ମାଡ ?

cyclone-nakadi

ଆପଣ ମାନେ ସମସ୍ତେ ଜାଣିଛନ୍ତି ଭାରତ ଆମ ଦେଶ ଆଉ ଓଡିଶା ଆମ ରାଜ୍ୟ । ଭାରତର ପୁର୍ବରେ ଆମ ରାଜ୍ୟ ଅବସ୍ତିତ । ଅବସ୍ତିତ ଦୃଷ୍ଟିରୁ ଦେଖିବାକୁ ଗଲେ ଆମ ରାଜ୍ୟ ଓଡିଶା ଭାରତ ଭୁଖଣ୍ଡର ଜେତିକି ଭଲ ସ୍ତାନରେ ଅଛି ସେତିକି ବିପଦ ପୁର୍ଣ୍ଣ ସ୍ତାନରେ ମଧ୍ୟ ଅଛି । କାରଣ ଆମ ଓଡିଶାର ପୁର୍ବରେ ଥିବା ବଙ୍ଗୋପ ସାଗର ବାତ୍ୟା ଘୁର୍ଣି ଝଡର ଘର ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ସତେ ଯେପରି ଓଡିଶ ସହିତ ବାତ୍ୟାର ଯେମିତି କେଉଁ ଯୁଗ ଯୁଗର ସମ୍ପର୍କ ରହିଛି । ପ୍ରତ୍ୟକ ବର୍ଷ ଅତି କମରେ ଗୋଟିଏ ଥର ବାତ୍ୟ ଓଡିଶାରେ ମୁହଁ ଦେଖାଇ ଜିବା କଥା ଜିବ । ଏହି 2009 ମସିହାରେ ଦୁଇ ଦୁଇଟି ବାତ୍ୟାତ ଓଡିଶାରେ ତାଣ୍ଡବ ରଚି ସାରିଲାଣି । ଫ୍ରେବୃଆରି ମାସର ଫନି ହେଉ ବା ନଭେମ୍ବରର ବୁଲବୁଲ , ନାମ ମଧୁର ଓ ଆକର୍ଷିତ ହୋଇଥିଲେ ମଧ୍ୟ ଏହି ବାତ୍ୟା ଗୁଡିକ ଜମାବି ଫନି ନୁଙଁନ୍ତି , ଏମାନେ ଅତ୍ୟନ୍ତ କୃର ଏବଂ ଜନ୍ତ୍ରଣା ଦାୟକ ।

ଏଇ କିଛି ଦିନ ତଳେ ବାତ୍ୟା ବୁଲ ବୁଲ ଓଡିଶା ଉପକୃଳ ଦେଇ ଗତି କରି ଜାଇଥିବା ବେଳେ , ବଙ୍ଗୋପ ସାଗରରେ ପୁଣି ଆଉ ଏକ ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇଛି ।ଜାହାର ନାମ ଦିଆ ଜାଇଛି ନାକଡି । କଣ ଏହି ବାତ୍ୟାର ପ୍ରଭାବ ଓଡିଶା ଉପରେ ପଡିବ ? ଏ ବିଷୟରେ ସମ୍ପୁର୍ଣ୍ଣ ତଥ୍ୟ ପଢିବା ପାଇଁ ଏହି ଆର୍ଟିକିଲର ଶେଷ ପର୍ଜ୍ୟନ୍ତ ନିଶ୍ଚିନ୍ତ ପଢନ୍ତୁ ।

wether

ଏବେ କିଛି ଦିନ ପୂର୍ବରୁ ବାତ୍ୟା ବୁଲବୁଲ୍ ପଶ୍ଚିମବଙ୍ଗ, ଓଡ଼ିଶା ଓ ବାଲାଂଦେଶ ତଟବର୍ତ୍ତୀ ଅଞ୍ଚଳରେ ତାଣ୍ଡବ ରଚିଥିଲା । ବୁଲବୁଲ୍ ପାଇଁ ଚାଷୀମାନେ ଅନେକ କ୍ଷତି ସହିଥିଲେ । ସେମାନଙ୍କ ମନରୁ ବୁଲବୁଲ୍ କଥା ନଲିଭୁଣୁ ଆଉ ଏକ ବାତ୍ୟା ଆଶିବା ନେଇ ପୂର୍ବାନୁମାନ କରାଯାଉଛି । ଆସୁଥିବା ଏହି ବାତ୍ୟାର ନାମ ‘ନାକଡି’ ବୋଲି କୁହାଯାଉଛି ।ଦକ୍ଷିଣ ଚୀନ ତରଫରୁ ନାକଡି ଝଡ ଆସିବାର ସମ୍ଭାବନା ଅଛି ଏବଂ କୁହାଯାଉଛି ଯେ ଏହି ବାତ୍ୟା ବୁଲବୁଲ୍ ଠାରୁ ମଧ୍ୟ ଭୟଙ୍କର ଏବଂ ଶକ୍ତିଶାଳୀ ହେବ । ଏହି ସାଇକ୍ଲୋନର ଉତ୍ପତ୍ତି ଦକ୍ଷିଣ ଚୀନର ସାଗରରୁ ହେବ । ହେଲେ ସବୁଠୁ ଆସ୍ୱସ୍ତିର କଥା ଏହାକି ଏହା ଓଡିଶ ପର୍ଜ୍ୟନ୍ତ ଆସିବନି ।

ସୂଚନା ଅନୁସାରେ ନାକଡି ଧିରେ ଧିରେ ଭିଏତନାମ ତରଫକୁ ଯାଉଛି ଏବଂ ସେଠାରେ ବର୍ଷା ହେବା ପରେ ମିଆଁମାରର ଦକ୍ଷିଣ ଭାଗରେ ପହଞ୍ଚିବା ପରେ ପଶ୍ଚିମବଙ୍ଗକୁ ମୁହାଁଇପାରେ । ତେବେ ଆନ୍ଧ୍ରପ୍ରଦେଶ ଓ ଓଡି଼ଶା ଉପରେ ମଧ୍ୟ ଏହାର ପ୍ରଭାବ ପଡିବା ନେଇ ଅନୁମାନ କରାଯାଉଛି । ହେଲେ ପାଣିପାଗ ବିଭାଗର ପୁର୍ବନୁମାନ ଅନୁସାରେ ଓଡିଶା ଉପରେ ଏହି ବାତ୍ୟାର କୌଣସି ପର୍ଭାବ ରହିବ ନାହିଁ । ତେଣୁ ଏହି ବାତ୍ୟାକୁ ନେଇ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ ।

ପ୍ରତିଟି ଖବର , ସର୍ବ ପ୍ରଥମେ ନିଜ ମୋବାଇଲରେ ପାଇବା ପାଇଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ ।ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କୁ ସଚେତନ କରାନ୍ତୁ ।

Leave a Reply

Your email address will not be published. Required fields are marked *