ବିଗତ ଦିନରେ ବଲିଉଡର ଦୁନିଆରେ ଅଭିନେତ୍ରୀ ଜହ୍ନବି କୋପୁର ସଂମ୍ପର୍ଣ୍ଣ ଚର୍ଚ୍ଚାର ବିଷୟ ହୋଇଛନ୍ତି । ତେବେ ଏହି ଦିନ ରେ ସେ ନିଜର ଫିଲ୍ମ ର ସୁଟିଂ ରେ ବ୍ୟସ୍ତ ରହି ଥିବାର ଦେଖିବା ପାଇଁ ମିଳିଛନ୍ତି । ସେହି ମଧ୍ୟ ରେ ଆପଣ ମାନଙ୍କୁ ସୂଚନା ଦେବୁ କି ଏହି ଇକମର ଅଭିନେତ୍ରୀ ଙ୍କ କିଛି ଫୋଟ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି । ସେହି ପରି ଭାବେ ଆପଣ ମାନଙ୍କୁ ସୂଚନା ଦେବୁ କି ଏହି ଫୋଟ କୁ ଲୋକ ମନେ ବହୁତ ମାତ୍ରା ରେ ପସନ୍ଦ କରିବା ସହିତ ଏହି ଫୋଟ ରେ ଲକ୍ଷା ଧିକ ମାତ୍ରା ରେ କେମେଣ୍ଟ ବି ଦେଖିବା ପାଇଁ ମିଳିଛି ।
ଥରେ ଆପଣ ମାନେ ବି ନଜର ପକାନ୍ତୁ ଜହ୍ନବି କୋପୁର ଙ୍କ ଏହି ସବୁ ଫୋଟ ଉପରେ ଆପଣ ମାନଙ୍କୁ ଜଣା ଥିବ କି ବିଗତ ଦିନ ମାନଙ୍କ ରେ ଜହ୍ନବି କୋପୁର କେବଳ ଗୋଟିଏ ଫିଲ୍ମ ରେ ନଜର ଆସିଛନ୍ତି । ଏହା ପରେ ପରେ ତାଙ୍କର ଫେନ୍ସ ମାନେ ତାଙ୍କୁ ପୁଣି ଥରେ ବଡ ପରଦା ରେ ଦେଖିବା ପାଇଁ ବିବ୍ରତ ହେଉଛନ୍ତି । ସେହି ପରି ଭାବେ ଆମେ ଆପଣ ମାନଙ୍କୁ ସୂଚନା ଦେବୁ କି ସେ ଏହି ଦିନ ରେ ନିଜର ଆଗାମୀ ଫିଲ୍ମ ର ସୁଟିଂ ରେ ବ୍ୟସ୍ତ ରହିଛନ୍ତି ବୋଲି ଜଣା ପଡ଼ିଛି । ନିଜର ବିଜି ସୁଡୁୟୁଲ୍ ରୁ ଟିକିଏ ସମୟ ପାଇଲେ ସେ ବୁଲିବା ପାଇଁ ବାହାରି ଥାନ୍ତି । ସେହି ପରି ବେଳେ ମିଡ଼ିଆ ରିପୋଟର ମାନଙ୍କୁ ମିଳି ଥିବା ଫୋଟ ରୁ ଦେଖିବା ପାଇଁ ମିଳିଛି । କି ସେ ଏହି ଫୋଟ ରେ ସଂମ୍ପର୍ଣ୍ଣ ଭାବେ ବହୁତ ସୁନ୍ଦର ଲାଗୁଛନ୍ତି ।
ଏହି ଫୋଟ କୁ ମିଲିୟନ୍ ଟାଇମ୍ ସେୟାର କରା ଜାଇ ଥିବାର ସୋସିଆଲ ମିଡ଼ିଆ ମଧ୍ୟ ଦେଖିବା ପାଇଁ ମିଳିଛି । ଜହ୍ନବି କୋପୁର ଙ୍କ ଡେଭ୍ୟୁ ଫିଲ୍ମ ଧଡକ୍ ହିଟ୍ ହେବା ପରେ ପରେ ସେ ପୁଣି ଥରେ ଫିଲ୍ମ ଗୁଞନ୍ ସକସେନା ଙ୍କ ବାୟପିକ୍ ରେ ରେ କାର୍ଯ୍ୟ କରୁ ଥିବାରେ ଦେଖିବା ପାଇଁ ମିଳିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।