ବାହାଘର ପୁର୍ବରୁ ପ୍ରେଗନେଣ୍ଟ ହୋଇ ଯାଇଥିଲେ ଏହି ବଲିଉଡ ହିରୋଇନ ମାନେ , ତୃତୀୟ ଜଣତ ମାତ୍ର ଏତିକି ବର୍ଷରେ

actress3

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ନିଶ୍ଚିଚ ଭାବେ ଗୋଟିଏ ମହିଳା କୁ ସେତେ ବେଳେ ବହୁତ ଗର୍ବିତ ଲାଗି ଥାଏ ଏବଂ ଗୋଟିଏ ଅଲଗା ପ୍ରକାରର ଫିଲିଙ୍ଗ୍ସ ଆସି ଥାଏ , ଯେତେ ବେଳେ ସେହି ମହିଳା ଜଣଙ୍କ ଗର୍ଭବତୀ ହୋଇ ଥାଏ । ପରିବାର ସେହି ସମୟ ରେ ସଂମ୍ପର୍ଣ୍ଣ ଭାବେ ସୁଖ ଶାନ୍ତି ରେ ଭରି ଜାଇ ଥାଏ । ହେଲେ ଯଦି ସେହି ଗର୍ଭବତୀ ବିବାହ ପୂର୍ବ ରୁ ହୋଇ ଥାଏ । ତେବେ ସେମିତି ବେଳେ ସୁଖ ଶାନ୍ତୁ ଦୁଇଟି ହିଁ କୁଆଡେ ଗାୟବ୍ ହୋଇ ଜାଇ ଥାଏ । ଆପଣ ମାନଙ୍କୁ ଆମେ ଆଜି କିଛି ଏମିତି ଅଭିନେତ୍ରୀ ମାନଙ୍କ ବିଷୟ ରେ କହିବା ପାଇଁ ଚାହିଁବୁ ଯେଉଁ ମାନେ ବିବାହ ପୂର୍ବ ରୁ ନିଜର ପ୍ରେମିକ ଙ୍କ ପାଖରୁ ପ୍ରେଗନେଣ୍ଟ୍ ହୋଇ ଥିଲେ ତେବେ ଆସନ୍ତୁ ଜାଣିନେବା ସେ ଅବିନେତ୍ରୀ ସବୁ କିଏ ?

ସୋଲିନା ଜେଠଲୀ ।
ପୂର୍ବ ମିସ୍ ଇଣ୍ଡିଆ ବିବାହ ପୂର୍ବ ରୁ ନିଜର ପ୍ରେମିକ ଙ୍କ ପାଖରୁ ପ୍ରେଗନେଣ୍ଟ୍ ହୋଇ ଥିଲେ ଏବଂ ଏଥି୍ ପାଇଁ ସେ ଆବର୍ଶନ୍ ର ସାହାରା ମଧ୍ୟ ନେଇ ଥିଲେ । ପରେ ପରେ ସେ ପିଟର ହଗ୍ ଙ୍କ ସହିତ ବିବାହ କରି ନେଇ ଥିଲେ । ହେଲେ ସବୁଠୁ ଆଶ୍ଚର୍ଯ୍ୟ ର କଥା ଏହା ଲାଗେ କି ଏତେ ସବୁ କଥା ପିଟର୍ ଜାଣିବା ପରେ ବି ସେ ନିଜର ପତ୍ନୀ ଭାବେ ସ୍ୱୀକାର କରି ଥିଲେ ।

କଙ୍କଣ ସେନ୍ ଶର୍ମା ।
ଯଦି ଆମେ ଏଠା ରେ କଙ୍କଣ ଙ୍କ କଥା କହିବା ସେ ବଲିଉଡ ଏବଂ ସାଉଥ ରେ ବହୁତ ଫିଲ୍ମ ମାନଙ୍କ ରେ କାର୍ଯ୍ୟ କରି ଥିବା ବେଳେ ସୃତି ଅନୁସାରେ ବିବାହ ପୂର୍ବ ରୁ ସେ ରଣବୀର ସିରୀ ଙ୍କ ସହିତ ସଂମ୍ପର୍କ ସ୍ଥାପନ କରି ସେ ପ୍ରେଗନେଣ୍ଟ୍ ହୋଇ ଥିଲେ ଏବଂ ପରେ ସେ ତାଙ୍କୁ ବିବାହ କରିବା ପାଇଁ ବାଧ୍ୟ କରେଇ ଥିଲେ ଭଲ କଥା କି ସେମାନେ ,ସେଠାରେ ବିବାହ କରି ଥିଲେ । ଏବଂ ସେମିତି ବେଳେ ପ୍ରାୟ 10 ବର୍ଷ ପରେ ନିଜ ନିଜ ଠାରୁ ସେମାନେ ଅଲଗା ହୋଇ ଗଲେ ।

actress

ସାରିକା ।
ସେହି ପରି ଯଧି ଏଠାରେ ଆମେ ଏହି ଅଭିନେତ୍ରୀ ଙ୍କ କଥା କହିବା ନିଶ୍ଚିତ ଭାବେ ସେହି ଦିନ ମାନଙ୍କ ରେ କୋମଲ ହାସନ୍ ଙ୍କ ପ୍ରେମ ରେ ପଡି ଥିବା ଏହି ସାରିକା ସାଉଥ ରେ ବହୁତ ଫିଲ୍ମ ରେ କାର୍ଯ୍ୟ କରି ଥିଲେ । ଏବଂ ସେ ସେହି ଦିନ ରେ ପ୍ରେମିକ ଙ୍କ ପାଖରୁ ପ୍ରେଗନେଣ୍ଟ୍ ହୋଇ ଥିଲେ ପରେ ସେମାନେ ଆବର୍ସନ୍ ର ସାହାରା ନେଇ ହେଲେ ପରେ ସେମାନେ ଦୁହେଁ ବିବାହ କରି ଥିଲେ ।

actress2

ଏହି ଭଳି ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରିବା ସହିତ , ଏହାକୁ ଅଧିକରୁ ଅଧିକ ସେୟାର କରିବାକୁ ଅନୁରୋଧ ।

Leave a Reply

Your email address will not be published. Required fields are marked *