ବହୁତ ବଡ ବଡ ରୋଗରେ ପଡିଛନ୍ତି ବଲିଉଡର ଏହି ଷ୍ଟାର ସବୁ : ସଲମନ ଖାନଙ୍କୁ ହୋଇଛି ଏହି ମାରାତ୍ମକ ରୋଗ

celibrity

ଯଦି ଆମେ ବଲିଉଡ ର ବର୍ତମାନ ସମୟ ର କଥା କହିବା ତେବେ ନିଶ୍ଚିଚ ଭାବେ ଏବେ ବଲିଉଡ ରେ ଏମିତି ସବୁ ସିତାରା ରହିଛନ୍ତି , ଯେଉଁ ମାନେ ନିଜ ପାଖରେ ରହି ଥିବା ଧନ ଯୋଗୁଁ ସ୍ୱର୍ଗ ସୁଖ ପ୍ରାପ୍ତି କରୁଛନ୍ତି । ହେଲେ କଣ ଆପଣ ମାନେ ଜାଣିଛନ୍ତି ଏହି ଷ୍ଟାର ମାନଙ୍କୁ ବି ବହୁତ ସମୟ ରେ ଗମ୍ଭୀର ସମସ୍ୟା ଦେଇ ଯିବା ପାଇଁ ପଡି ଥାଏ । ହଁ ଆଜ୍ଞ୍ୟା ଆମେ ଆପଣ ମାନଙ୍କୁ କହିବାକୁ ଚୀହିଁବୁ ଏମାନଙ୍କୁ ହୋଇ ଥିବା ରୋଗ ବିଷୟରେ। ଆଜି ଆମେ ଏମିତି କିଛି ଷ୍ଟାର ମାନଙ୍କ ବିଷୟ ରେ ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଚାହୁଁଛୁ ଯେଉଁ ମାନଙ୍କୁ ଅତିତ ରେ ବହୁତ ଗମ୍ବାର ରୋଗ ର ସାମ୍ନା କରିବା ପାଇଁ ପଡି ଥିଲା । ତେବେ ଆସନ୍ତୁ ଜାଣିନେବା ।
1. ଅମିତାଭ୍ ଭଚ୍ଚନ ।
ବଲିଉଡ ଫିଲ୍ମ ଇଣ଼୍ଡଷ୍ଚ୍ରୀ ର ଅଭିନେତା ଅମିତାଭ ବଚ୍ଚନ ଫିଲ୍ମ ଇଣ଼୍ଡଷ୍ଚ୍ରୀ ରେ ବହୁତ ଦିନ କାର୍ଯ୍ୟ କରିଛନ୍ତି । ସେହି ମଧ୍ୟ ରେ ତାଙ୍କର ଫିଲ୍ମ କୁଲି ର ସୁଟିଂ ବେଳେ ତାଙ୍କୁ ବହୁତ ବଡ଼ ଏକ୍ସିଡେଣ୍ଟ ହୋଇ ଥିଲା । ଏବଂ ପରେ ପରେ ତାଙ୍କୁ ତୁରନ୍ତ ନେଇ ହସ୍ପିଟାଲ ରେ ଭର୍ତି କରିବା ପାଇଁ ପଡି ଥିଲା । ପରେ ପରେ ସେଠାରେ ଡାକ୍ତର ଚିକିତ୍ସା କରି ଥିଲେ । ଏବଂ କହି ଥିଲେ କି ତାଙ୍କର ଲିଭର 75 ପ୍ରତିଶତ ଖରାପ୍ ହୋଇ ଜାଇଛି । ତେବେ ସେମିତି ରେ ଏହି ଫଇଲ୍ମ ର ସୁଟିଂ କୁ କିଛି ଦିନ ଅଟକି ଦିଆ ଜାଇ ଥିଲା । ପରେ ତାଙ୍କୁ ଠିକ୍ କରିବା ପରେ ପରେ ଏହି ଫିଲ୍ମ ର ସୁଟିଂ ପୁଣି ଥରେ ଆରମ୍ଭ ହେଲା ।

2.ସୋନମ୍ କୋପୁର ।
ସେମିତି ରେ ଫିଲ୍ମ ଜଗତ ରେ ଜଣା ସୁଣା ଅଭିନେତ୍ରୀ ଭାବେ ସୋନମ୍ କୋପୁର ଙ୍କୁ ସମସ୍ତେ ଜାଣିଛନ୍ତି । ଆପଣଙ୍କୁ ଜଣେଇ ଦେଉଛୁ କି ପିଲା ଦିନେ ସୋନମ୍ ଙ୍କୁ ସୁଗାର ର ରୋଗ ହୋଇ ଥିଲା । ପରେ ସେ ବହୁତ ଚିନ୍ତା ରେ ରହି ଚିକିତ୍ସା କରି ଥିଲେ ହେଲେ ପରେ ପରେ କିଛି ଦିନ ମଧ୍ୟ ରେ ତାଙ୍କର ରୋଗ ସଂମ୍ପର୍ଣ୍ଣ ଭାବେ ଭଲ ହୋଇ ଥିଲା ।

 

View this post on Instagram

 

Cut the crop, wear denim! @rheakapoor @wearerheson

A post shared by Sonam K Ahuja (@sonamkapoor) on

3.ନିସା ସୁର୍ ।
ସେହି ଦିନ ରେ ସେ ସମସ୍ତ କଳାକାର ଙ୍କ ସହିତ ମିଶି କାର୍ଯ୍ୟ କରୁ ଥିଲେ । ଏବଂ ଏମିତି ବହୁତ ଫିଲ୍ମ ମାନଙ୍କ ରେ ସେ କାର୍ଯ୍ୟ କରି ଥିବାର ମଧ୍ୟ ଦେଖିବା ମିଳେ । ହେଲେ ଦୁଖଃର କଥା ଥିଲା କି ତାଙ୍କୁ ସେହି ଦିନ ରେ ଏଡ୍ସ ଭଲି ବଡ ରୋଗ ହୋଇ ଥିଲା । ଏବଂ ତାଙ୍କୁ ଏଥିରୁ ବ଼ଞ୍ଚେଇ ହୋଇ ନଥିଲା 2007 ମସିହା ରେ ସେ ମୃତ୍ୟୁ ବରଣ କରି ଥିଲେ ।

4 ସଲମନ ଖାନ ।

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ବାଦସାହା ହେଉଛନ୍ତି ସଲମନ । ହେଲେ ତାଙ୍କ ଦୌନ ଦୀନ ଜୀବନରେ ବାଦ ସାହା ହେଉଛି ରୋଗ , ସଲମନ ଡାଇବେଟିସ ପରି ଅନେକ ମାରାତ୍ମକ ରୋଗରେ ପିଡିତ , ପ୍ରତି ମାସରେ ଅତି କମରେ ସେ 2 ରୁ 3 ଥର ଚିକିସ୍ଚିତ ହୁଅନ୍ତି ।

 

View this post on Instagram

 

Handsome #SalmanKhan ❤️

A post shared by Salman Khan (@salmankhanfanclub) on

Leave a Reply

Your email address will not be published. Required fields are marked *