ହାତ ନଥାଇବି ବିହାର ଏହି ଝିଅ ଇଣ୍ଟରମିଡ଼ିଏଟ୍ ପରୀକ୍ଷା ରେ ପ୍ରଥମ ସ୍ଥାନ ଅଧିକାର କରି ସମସ୍ତଙ୍କୁ ଚକିତ କରିଦେଲେ । କଣ ଏହି ଝିଅଟି ପାଇଁ ଗୋଟିଏ ସେୟାର ମିଳିବନି

ankita

ଏମିତି କୁହାଯାଏ କି ଯଦି କାର୍ଯ୍ୟ କରିବାର ଆଶା ରହି ଥିବ ଆମ ମାନଙ୍କ ମଧ୍ୟରେ ତେବେ ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ଆପଣ ସେହି କାର୍ଯ୍ୟ ରେ ସଫଳତା ହାସଲ କରି ଦେଖେଇ ଦେବେ ନିଶ୍ଚିତ ଭାବେ । କିଛି ଏମିତି ହିଁ ଦେଖିବା ପାଇଁ ମିଳିଛି ବିହାର ର ଝିଅ ଅଙ୍କିତା ଙ୍କ ମଧ୍ୟ ରେ । ଆଜିର ଦିନ ରେ ନିଜର ଦିବ୍ୟଙ୍ଗତା (ହାତ ନଥାଇବ୍ ) କୁ ଛାଡି ଭାଗ୍ୟ ତାଙ୍କୁ ଆକାଶ ମାର୍ଗ କୁ ଉଡେଇ ଦେଇଛି । ଅଙ୍କିତା ନିଜର ସଂଙ୍କଳ୍ପ , ବିସ୍ୱାଶ, ଧର୍ଯ୍ୟ ଏବଂ ସାହାସ କି ଏଠାରେ ସଂମ୍ପର୍ଣ୍ଣ ଭାବେ ସିଦ୍ଧ କରି ଦେଖାଇ ଛନ୍ତି । ତେବେ ଆପଣ ମାନଙ୍କୁ ଏହି ଖବର ଟି ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ କି , ଏହି ଦିନ ରେ ଏହି ବିହାର ର ଝିଅ ଅଙ୍କିତା ଙ୍କ ହାତ ନ ଥିବା ସ୍ୱତେ ବି ସେ ତାଙ୍କର ଗୋଡ ରେ ଲେଖି କରି ହିଁ ଇଣ୍ଟରମିଡ଼ିଏଟ୍ ରେ ପ୍ରଥମ ସ୍ଥାନ ପାଇ ଥିବାର ଜଣା ପଡ଼ିଛି ।

ସେମିତି ରେ ଲୋକ ମାନଙ୍କ ବିଭିନ୍ନ କଥାରେ ପ୍ରତିଥର ହାରାସ ଓ ଖରାପ ବ୍ୟବହାର  ଖାଇବା ପରେ ପରେ ସେ ନିଜର ପରିବାର ବିସ୍ୱାଶ କୁ ନେଇ ଆଗକୁ ବଢି ରହି ଥିବାର କଥା ମିଡ଼ିଆ ସାମ୍ନା ରେ କହିଛନ୍ତି । ଏବଂ ଆଜିର ଦିନ ରେ ପ୍ରଥମ ସ୍ଥାନ ହାସଲ କରି ଥିବା ଦେଖିବା ପାଇଁ ମିଳିଛି । ତେବେ ସେହି ପରି ବେଳେ ଆପଣ ମାନଙ୍କୁ ସୂଚନା ଦେବୁ ଅଙ୍କିତା ଙ୍କ ଜନ୍ମ ରୁ ହିଁ ତାଙ୍କର ହାତ ନାହିଁ । ଏବଂ ସେହି ପରି ବେଳେ ସେ ନିଜକୁ କେବେ ବି ହାରିବା ପାଇଁ ଦେଇ ନ ଥିବା ବେଳେ ସେ ନିଜର ଗୋଡର ସାହାରା ନେଇ ଛନ୍ତି, ଏବଂ ହାତ ଥିବା ପିଲା ଜାହା କରି ପାରୁ ନାହାଁନ୍ତି ତାହା କରି ଦେଖେଇ ପାରିଛନ୍ତି । ତଥା ନିଜର ଗୋଡ ରେ କେମିତି ଭାବେ କଲମ ଧରି ସୁନ୍ଦର ଅକ୍ଷରରେ ଲେଖିବା, ଚାମୁଚ୍ ଧରିବା ଏବଂ ସେହି ପରି ଭାବେ ଅନ୍ୟାନ କାର୍ଯ୍ୟ ସବୁ କରିବା ।

ଏମିତି ଝିଅ କୁ ସତରେ ଧ୍ୟନ ବାଦ ଦେବା କଥା କି ସେ ନିଜର ହାତ କୁ ହରାଇ ମଧ୍ୟ ସେ ନିଜ ଗୋଡ ର ସାହାରା ନେଇ କଲମ ରେ ଲେଖିବା ମଧ୍ୟ ସିଖିଛି ।ଏବଂ ସେହି ପରି ବେଳେ ପରିବାର ର ଲୋକ ମାନଙ୍କ ସାହାଯ୍ୟ ତାଙ୍କୁ ପଢାଇବା ରେ ଆଜି ତାଙ୍କୁ ଏହି ସ୍ଥାନ ରେ ପହଁଚାଇଛି । ସେ ତାଙ୍କର ବିଭିନ୍ନ ପରିକ୍ଷା ରେ ତ ପ୍ରଥମ ଶିର୍ଷକ ଆଣି ଥିବା ବେଳେ ଏହି ଦିନ ରେ ସେ ଇଣ୍ଟରମିଡ଼ିଏଟ୍ ରେ ପ୍ରଥମ ସ୍ଥାନ ହାସଲ କରି ଥିବା ବେଳେ ବିବାର ସରକାର ତରଫ ରୁ ପୁରସ୍କାର ର ହକ୍ ଦାର୍ ହୋଇ ଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *