ଯଦି ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ – ତେବେ ମାତ୍ର ଏତିକି ମିନିଟ୍ ରେ ସପୁର୍ଣ୍ଣ ପାକିସ୍ତାନ ହୋଇଯିବ ବରବାଦ୍

ind-vs-pak

ଆପଣ କୁକୁରଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ । କୁହନ୍ତି କୁକୁର ର କୁଆଡେ ଭୋକିବା ଅଭ୍ୟାସ କେବେ ବି ଯାଏ ନାହିଁ । ବାସ କିଛି ଏହି ପ୍ରକାରର ଅଭ୍ୟସ ପାକିସ୍ତାନ ର । କିଛି ଦିନ ତଳେ ପାକିସ୍ତାନ ର ନେତା ଖାନ ଦେଶକୁ ବଦନାମ କରିବା ପାଇଁ ମିଛରେ ପ୍ରବଚନ ଦେଇଥିଲା କି ପରମାଣୁ ନିକ୍ଷେପ କରିବ ବୋଲି  ଓ ଏହାବି ଧମକ ଦେଇଥିଲା କି ପାକିସ୍ତାନ ଚାହିଁବତ ପାଞ୍ଚ ମାସ ଭିତରେ ଦିଲ୍ଲୀ ଉପରେ ପରମାଣୁ ବୋମା ମାଡ କରି ପାରିବ ବୋଲି । ଏହା ପରେ ତାର ବୟାନ ଉପରେ ଭାରତ ତରଫ ରୁ କିଛିବି ଶକ୍ତ ବ୍ୟବସ୍ଥା କରାଯାଇ ନଥିଲା ।

କାରଣ  ଭାରତ ଜାଣିଥିଲା କି କେବେବି ପାକିସ୍ତାନ ଏପରି  କିଛି ବି କରିପାରିବେ ନାହିଁ ଯେପରି ଖାନ କହିଥିଲା । କାରଣ ଭାରତ ଏହା ବହୁତ ଭଲ ଭାବେ ଜାଣିଛି କି ପାକିସ୍ତାନ ଭାରତ ଠୁ ଟେକ୍ନଲୋଜି କ୍ଷେତ୍ରରେ ବହୁତ ପଛ ରେ ରହିଛି ବୋଲି । ଭାରତ ପାଖରେ ଏମିତିରେ ଏତେ ପରିମାଣର ବିମାନ ରହିଛି କି ପାକିସ୍ତାନର ଦଶ ଗୁଣ ଅଟେ । ଓ ସେଗୁଡିକ ବି ପରମାଣୁ ବୋମା ନେବା ପାଇଁ ପୂରା ସକ୍ଷମ ଅଟେ । ଭାରତ ପାଖରେ ମିରାଜ ଶୁଖୁଇ,ଓ ମିଗ୍ ଜାଗୁଆର ଭଳି ବହୁତ ଲଢାଖୁ ବିମାନ ବି ରହିଛି ।

ଭାରତ ଆଉ ପାକିସ୍ତାନ ମଧ୍ୟରେ ଚାଲିଥିବା ମନ୍ଦ ବୁଝାମଣା ଯୋଗୁ ପରମାଣୁ ଯୁଦ୍ଧ ର ସୂତ୍ର ମଧ୍ୟ ଆରମ୍ଭ ହେବାକୁ ଲାଗୁଚି। କିନ୍ତୁ ଯୁଦ୍ଧ ଯଦି ହୁଏ ତେବେ ତାର ଫଳ କେତେ କଷ୍ଟ ଦାୟକ ହେବ ସେ କଥା ଭାବିଲେ ଛାତି ଥରି ଉଠିବ। ଭାରତ ରେ 65 କିଲୋଟନ ଏବଂ ପାକିସ୍ତାନ ରର 45 କିଲୋଟନ ପରମାଣୁ ବୋମା ଥିବାର ଅନୁମାନ କରାଯାଉଛି। ହେଲେ ସବୁଠୁ ବଡ କଥା ହେଲା ଜଦି ଯୁଦ୍ଧ ହୁଏ , ତେବେ ଭାରତ ପାଖରେ ଥିବା ପରମାଣୁ ବୋମାରେ ମାତ୍ର 5 ମିନଟି ମଧ୍ୟରେ ସମ୍ପୁର୍ଣ୍ଣ ପାକିସ୍ତାନ ସମୁଳେ ଧ୍ୱଂସ ହୋଇଯିବ ।

ଆସନ୍ତୁ ଜାଣିବା କାହା ପାଖେ ଅଛି କେତ ଶକ୍ତି –

ଭାରତ ଯଦି ପାକିସ୍ତାନ ର କରଚି ଉପରେ 65 କିଲୋଟନ ପରମାଣୁ ବୋମା ବିସ୍ଫୋଟ କରେ ତେବେ ପାଖା ପାଖି 6,41,620 ଲୋକ ମୃତ୍ୟୁବରଣ କରିବେ। ଆଉ ପାଖ ପକ୍ଷୀ 15,41,420 ଲୋକ ଆଘାତ ହେବାର ଅନୁମାନ କରା ଯାଏ। ଯଦି ପାକିସ୍ତାନ ତାର 45 କିଲୋଟନ ପରମାଣୁ ବୋମା ଦିଲ୍ଲୀ ଉପରେ ବିସ୍ଫୋଟ କରାଏ 6,56,620 ଲୋକ ମାରିବେ ଏବଂ 15,28,490 ଲୋକ ଆଘାତ ପାଇବେ । ପୁରାନା କିଲ୍ଲା , ସାଂସଦ ଭବନ , ରାଷ୍ଟ୍ରପତି ଭବନ ପୁରାପୁରି ଧ୍ବଂସ ହେଇ ଯିବ। ପରମାଣୁ ବୋମା ର ରାଡ଼ିଆସନ ଯୋଗୁଁ ବିସ୍ଫୋଟ ସ୍ଥଳ ରୁ ଦୂର ରେ ଥିବା ଲୋକ ମଧ୍ୟ କଷ୍ଟ ଭୋଗିବେ। ଏହି କଥା ଭାବିଲା ବେଳେ ଛାତି ଥରି ଯାଏ। ହିରୋସିମା ଆଉ ନଗସକି ଉପରେ ହେଇଥିବା ପରମାଣୁ ବିସ୍ଫୋଟ ଏହାର ଏକ ଜ୍ୱଳନ୍ତ ଉଦାହରଣ।

Leave a Reply

Your email address will not be published. Required fields are marked *