ମାତ୍ର 10 ଟଙ୍କାରେ ହୋଇଥାଏ ଏହି ହସ୍ପିଟାଲରେ କ୍ୟାନ୍ସର ରୋଗ ଚିକିତ୍ସା , ପିଏମ ମୋଦି କଲେ ଏହାର ଉଦଘାଟନ ।ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

cancer-hos

କ୍ୟାନ୍ସର ଏକ ଏମିତି ମାରାତ୍ମକ ରୋଗ ଯାହାର ନାମ ଶୁଣିଲେ ମଣିଷ ଡରି ଯାଇଥାଏ । ପରନ୍ତୁ ଆଜିର ଯୁଗରେ କ୍ୟାନ୍ସର ରୋଗର ଚିକିତ୍ସା ବହୁତ ଚେଷ୍ଟା ଫଳରେ ସମ୍ଭବ ହୋଇ ପାରୁଛି । ସତ ଏହାକି ଆପଣ ଙ୍କୁ ଯଥା ସମ୍ବଭ ଏହି ରୋଗକୁ ଜାଣିବାର ଅଛି । ଏହି ରୋଗର ଚିହ୍ନଟ ଯେତେ ଶିଘ୍ର ଜଣା ପଡିବ ଏହା ଚିକିତ୍ସା କରିବା ସେତେ ସହଜ ରେ ହେଇ ପାରିବ । ପରନ୍ତୁ କ୍ୟାନ୍ସର ରୋଗର ଚିକିତ୍ସା କରିବା ସମସ୍ତ ଙ୍କ ପକ୍ଷରେ ସମ୍ଭବ ହୋଇ ପାରି ନଥାଏ । ବିଶେଷ କରି ଏହା ଗରିବ ଏବଂ ମିଡିଲ କ୍ଲାସ ଶ୍ରେଣୀ ର ଲୋକ ମାନଙ୍କୁ ବହୁତ ମହଙ୍ଗା ପଡୁଛି । ଏହି ରୋଗ ର ଚିକିତ୍ସା ପାଇଁ ବ୍ୟବହାର ହେଉ ଥିବା ସମସ୍ତ ଯନ୍ତ୍ର ପାତି , ଔଷଧ , ଡାକ୍ତର ଙ୍କ ଫିସ୍ ଇତ୍ୟାଦି ଖର୍ଚ୍ଚ କରିବା ଯାହାକି ଏକ ସାଧାରଣ ଲୋକ ଙ୍କ ପାଖ ରେ ସଖ୍ୟମ ହୋଇ ନଥାଏ ।

ବହୁତ ଥର ଅଧିକ ଟଙ୍କା ଖର୍ଚ୍ଚ କରିବା ପାଇଁ ସାଧାରଣ ଲୋକ ଙ୍କ ପାଖରେ ସମ୍ଭବ ନୁହେଁ ଯାହା ଫଳରେ ରୋଗୀ ଟି ପ୍ରାଣ ହରାଇ ଥାଏ , କାରଣ ଏମିତି ମହଙ୍ଗା ଚିକିତ୍ସା ସେମାନଙ୍କ ପାଇଁ ମହଙ୍ଗା ପଡି ଥାଏ । ଏହି ରୋଗ ରେ ପିଡିତ ଥିବା ଗରିବ ଲୋକ କିମ୍ବା ମିଡିଲ କ୍ଲାସ ଶ୍ରେଣୀ ର ଲୋକ ମାନଙ୍କ ପାଇଁ ବହୁତ ଲୋକ ତାଙ୍କର ସହାୟତା ପାଇଁ ଆଗକୁ ଆଗେଇ ଆସିଛନ୍ତି , ଏବେ ମଧ୍ୟ ମୋଦି ସରକାର ମଧ୍ୟ ସହାୟତା ପାଇଁ ଆଗକୁ ବଢିଛନ୍ତି ।

ଏହି ରୋଗ ରେ ପିଡିତ ହୋଇ ବହୁତ ଲୋକ ମାନେ ତାଙ୍କର ବହୁ ମୁଲ୍ୟ ଜୀବନ ହରାଉ ଛନ୍ତି ତେଣୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ରୋଗ ର ନିରାକରଣ ଓ ଗରିବ ମାନଙ୍କର ସହାୟତା ପାଇଁ ସେ କ୍ୟାନ୍ସର ସଂସ୍ଥାର ସହଯୋଗରେ 50 ଟି ବେଡ୍ ର ସୁବିଧା ଥିବା ଏକ କ୍ୟାନସ୍ ର ହସ୍ପିଟାଲର ଉଦ୍ଘାଟନ  କରାଇଛନ୍ତି । ସେ ମଧ୍ୟ କହିଛନ୍ତି କି ବର୍ଷର ଶେଷ ରେ ସେ 400 ଟି ବେଡ ର ସୁବିଧା କରାଇବେ ବୋଲି କହିଛନ୍ତି । ବର୍ତ୍ତମାନ ଏହି ସଂସ୍ଥା ରେ 60 ରୁ 80 ରୋଗୀ OPD ରେ ଦେଖା ଯାଉଛି । ମାର୍ଚ୍ଚ ଠାରୁ ଅପରେସନ ଏବ ଥେରାପି ଆରମ୍ଭ ହୋଇ ଗଲାଣି । ଏହି ସଂସ୍ଥା ର ନିର୍ଦେଶକ ଡାକ୍ତର ଜିକେ ରଥ ଙ୍କ ଅନୁସାରେ 2020 ସୁଦ୍ଧା ଏଠାରେ 500 ବେଡର ସୁବିଧା କରାଇବା ପାଇଁ ପ୍ଲାନ କରା ଯାଉଛି ।

ଗୁଜୁରାଟର ଅହମଦାବାଦରେ ରହିଛି ଏହି ମେଡିକାଲ –

ହେଲେ ସବୁଠୁ ବଡ କଥା ହେଉଛି ଏଠାରେ କ୍ୟାନ୍ସର ରୋଗର ଟ୍ରିଟମେଣ୍ଟ ପାଇଁ ହସ୍ପିଟାଲ କୌଣସି ଫି ନେଉ ନାହିଁ  । କେବଳ ଆପଣଙ୍କୁ 10 ଟଙ୍କା ଦେଇ ଏକ ଟେକେଟ କରିବାକୁ ପଡିବ । ତା ପରେ ଯଦି ବସ୍ପିଟାଲରେ ବେଡ ଫାଙ୍କା ଥାଏ ତେବେ ତୁରନ୍ତ ଟିର୍ଟ ମେଣ୍ଟ ଆରମ୍ଭ ହୋଇ ଯିବ , ଯଦି ବେଡ ଫାଙ୍କା ନଥାଏ , ତେବେ ଆପମଙ୍କ ସିରିଏଲ ଆସିବା ପର୍ଯ୍ୟନ୍ତ ଆପଣଙ୍କୁ ଅପେକ୍ଷା କରିବାକୁ ପଡିବ ।ଏହି ପୋଷ୍ଟ ଟିକୁ ସେୟାର କରି ସମସ୍ତଙ୍କ ପାଖରେ ପହଞ୍ଚାଇବାରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *