ଚାହା ବନେଇବା ପରେ ବଳୁଥିବା ଚାହା ପତିରୁ ମିଳି ଥାଏ ଏହି ଫାଇଦା , ଆପଣଙ୍କ ବ୍ୟବହାର ନକରି ରହି ପାରିବେନି ।

tea

ଏହି ଦୁନିଆଁ ରେ ଏମିତି ବହୁତ ଲୋକ ମାନେ ରହିଛନ୍ତି । ଯେଉଁ ମାନଙ୍କ ଦିନର ଆରମ୍ଭ ହିଁ ଚାହା ସହିତ ହୋଇ ଥାଏ । ଏବଂ ସେମିତି ବେଳେ ସେମାନେ ପ୍ରତ୍ୟେକ ଦିନ ଚା ର ସେବନ କରିବା ସହିତ ସେମାନେ ଗୋଟିଏ ପ୍ରକାରର ତଜା ଫିଲ୍ କରି ଥାନ୍ତି । ସେହି ପରି ବେଳେ ଆପଣ ମାନଙ୍କୁ ସୂଚନା ଦେବୁ କି । ଆମେ ମାନେ ଯେଉଁ ଚାହା ପିଇ ଥାଏ, ସେହି ଚାହା ବନେଇବା ସମୟ ରେ ଗରମ ପାଣି ରେ ଚାହା ପକେଇ କରି ବଳୁ ଥିବା ଚାହା ପତି କୁ ଆମେ ମାନେ ପକେଇ ଦେଇ ଥାନ୍ତି । ତେବେ ସେହି ପରି ବେଳେ ଆପଣ ମାନଙ୍କୁ ସୂଚନା ଦେବୁ ଆମେ ସେହି ବଳକା ଚାହା ପତି ରୁ ମିଳୁ ଥିବା ଫାଇଦା ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ । ତେବେ ଆସନ୍ତୁ ଆମେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

1. ଘରେ ରହି ଥିବା କୈଣିସି କାଠର ପାତ୍ର ଯେତେ ବେଳେ ବହୁତ ଅପରିସ୍କାର ହୋଇ ଥାଏ । ତେବେ ସେହି ସମୟ ରେ ଆପଣ ମାନେ ଏହି ଚା ପତି ଯେଉଁ ଗୁଡ଼ିକ ଫୁଟି ଜାଇ ଥିଲା । ସେହି ସବୁ କୁ ବ୍ୟବହାର କରି ପାରିବେ ସେହି ପାତ୍ର କୁ ସଫା କରିବା ପାଇଁ ।

2. ଯଦି ଆପଣ ମାନଙ୍କ ହାତ କିମ୍ଭା ଗୋଡ ରେ କୈଣସି ପ୍ରକାରର କ୍ଷେତ ରହିଛି । ତେବେ ସେହିଥି୍ ବେଳେ ଆପଣ ମାନେ ଏହି ଚାହା ପତି ର ବ୍ୟବହାର କରି ପାରିବେ ନିଶ୍ଚିତ ଭାବେ ଏହି ପତି ର ଲେପ ବସେଇବା ପରେ ପରେ ଆପଣ ମାନଙ୍କୁ ନିଶ୍ଚିତ ଭାବେ ବହୁତ ଆରାମ୍ ମିଳିବ ।

3. ସେହି ପରି ବେଳେ ଆପଣ ମାନଙ୍କୁ ସୂଚନା ଦେବୁ କି । ଯଦି ଆପଣ ମାନଙ୍କ ବାଳ ରେ ଡେଣ୍ଡର୍ପ୍ । ଏବଂ ବାଳ ର କଲର୍ ବୟସ ପୂର୍ବ ରୁ ହିଁ ଧଳା ହେଉଛି । ତେବେ ସେମିତି ବେଳେ ଆପଣ ମାନେ ନିଶ୍ତିତ ଭାବେ ଏହି ପକି ର ପାଣି କୁ ନେଇ ବାଳ ରେ ଲଗେଇଲେ ନିଶ୍ଚିତ ଭାବେ ଏହାର ରେଜଲ୍ଟ ଦେଖିବା ପାଇଁ ପାଇବେ ।

ଏହି ଭଳି ଜାଣିବା ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏବଂ ଏହି ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରି ସମସ୍ତଙ୍କୁ ଏ ବିଷୟରେ ଅବଗତ କରାନ୍ତୁ ।

Leave a Reply

Your email address will not be published. Required fields are marked *