Alert : 2020 ରେ ପୃଥିବିରେ ମାଡ ହେବ ଏକ ଭୟଙ୍କର ଧୁମ କେତୁ, ଅହି ଦେଶରେ ମାଡ ହେବାର ରହିଛି ସମ୍ଭାବନା ।

earth-2020

ପୁଣି ଥରେ ଆମ ମାନଙ୍କ ମୁଣ୍ଡ ଉପରେ ଆଉ ଗୋଟିଏ ଅସୁବିଧା ବୁଲୁଛି । ତେବେ ସେମିତି ରେ ଗୋଟିଏ ଅନୁମାନ ମୁତାବକ ଆମର ସୁନ୍ଦର ଗ୍ରହ ର ଜନ୍ମ ପ୍ରାୟ 4.5 ବିଲିୟୟନ୍ ବର୍ଷ ତଳେ ହୋଇ ଥିଲା । ତେବେ ସେହି ପରି ବେଳେ ବର୍ତମାନ ସମୟ ପର୍ଯ୍ୟନ୍ତ ଆମର ଗ୍ରହ ଜିବିତ ରହିଛି ଏବଂ ଏହା ଏମିତି ଗୋଟିଏ ଗ୍ରହ ଅଟେ .ଯେଉଁ ଗ୍ରହ ଟି ଆଜି ପର୍ଯ୍ୟନ୍ତ ସୈରମଣ୍ଡଳ ରେ ଏକା ହିଁ ଜିବିନ ରହିଛି ବୋଲି ଜଣା ପଡ଼ିଛି । କାରଣ ଏହା ପୂର୍ବ ରୁ ଏମିତି କିଛି ଗ୍ରହ ମିଳି ନାହିଁ ଯେଉଁ ଠାରେ ଆମ ପୃଥିବୀ ପରି ଜିବନ ରହି ପାରିବ । ତେବେ ସେମିତି ବେଳେ ଆପଣ ମାନଙ୍କୁ ସୂଚନା ଦେବୁ କି ଏହି ଦିନ ରେ ବୈଜ୍ଞ୍ୟାନୀକ ମାନଙ୍କ ମତରେ ଏହି ବ୍ରହ୍ମାଣ୍ଡ ଏମିତି କୋଟି କୋଟି ଗ୍ରହ ରହିଛି ଜାହା ଆମ ପୃଥିବୀ ପରି ହିଁ ଜିବିତ ଅଟେ । କିନ୍ତୁ ସେହି ସବୁ କି ଆମ ମାନଙ୍କୁ ଠାବ କରିବା ପାଇଁ ପଡିବ । ସେମିତି ରେ ବର୍ତମାନ ସମୟ ରେ ବୈଜ୍ଞ୍ୟାନୀକ ମାନଙ୍କ ମତ ରହିଛି କି ଆମ ପୃଥିବୀ ପ୍ରତି ଏକ ବହୁତ ବଡ ବିପଦ ରହିଛି , ତେବେ ଆସନ୍ତୁ ଆମେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା କି କଣ ବିପଦ ରହିଛି ।

ଏହି ବିପଦ କଣ ?
ଆମ ପୃଥିବୀ ର ଗୁରୁତ୍ୱାକର୍ଷଣ ଯୋଗୁଁ ବ୍ରହ୍ମାଣ୍ଡ ରେ ଘୁରି ବୁଲୁ ଥିବା ଛୋଟ ବଡ ଏଷ୍ଟୋରୟଡ୍ ମାନେ ଆମ ପୃଥିବୀ ର ପାଖକୁ ଆକର୍ଷିତ ହୋଇ ଆସି ଥାନ୍ତି । ତେବେ ଏହି ଧୁମ କେତୁ ବା ଏଷ୍ଟୋରୟଡ୍ ମାନେ ଯେତେବେଳେ ପୃଥିବା ଆଡକୁ ଅଧିକ ଆକର୍ଶିତ ହୋଇ ଥାଆନ୍ତି ତେବେ ସେହି ପରି ବେଳେ ଆମ ପୃଥିବୀ ପାଇଁ ଏହା ବହୁତ ବିପଦ ର ସଂଙ୍କେତ ହୋଇ ପାରେ । ତେବେ ସେମିତି ରେ ଏହି ଦିନ ରେ ଏମିତି ହିଁ ଗୋଟିଏ ଧୁମ କେତୁ ଜାହାର ନାମ 1998 OR2  ନାମର ଏକ ବଡ ଧୁମ କେତୁ ଏହି ଦିନ ରେ ଦେଖିବା ପାଇଁ ମିଳିଛି । ଜାହା ପୃଥିବୀ ର ବହୁତ ପାଖା ପାଖି ରହି ଥିବା ବେଳେ ଏହାକୁ ସର୍ବ ପ୍ରଥମେ 1998 ମସିହା ରେ ନାସା ଦ୍ୱାରା ଖୋଜା ଜାଇ ଥିବା ବେଳେ ବର୍ତମାନ ସମୟ ରେ ପୃଥିବୀ ର ଗୁରୁତ୍ୱାକର୍ଷଣ ଶକ୍ତି ଏହାକୁ ଆହୁରୀ ବି ପାଖକୁ ଟାଣି ଆଣିଛି ।

ଏହି ଧୁମ କେତୁ ର ବ୍ୟସ ପ୍ରାୟ 13,500 ମିଟର ବୋଲି ଜଣା ପଡ଼ିଛି । ସେହି ପରି ବେଳେ ଏହି ଧୁମ କେତୁ ର ବୟସ ପ୍ରାୟ 66 ମିଲିୟନ୍ ବର୍ ବୋଲି ବି ଜଣା ପଡ଼ିଛି । ସେମିତି ରେ ଏହି ଦିନ ରେ ବୈଜ୍ଞ୍ୟାନୀକ ମାନଙ୍କ ମତ ରେ 2020 ସୁଧା ଏହା ପୃଥିବୀ ପୃଷ୍ଟ ଆଡକୁ ଆସି ପାରେ । ସେମିତି ବେଳେ ଯଦି ଏହାର ଗତି ପଥ କୁ ବଦଳା ନ ଯାଏ । ତେବେ ଆମ ପାଇଁ ଏହା ବହୁତ ବିପଦ ପୂର୍ଣ୍ଣ ହୋଇ ପାରେ ବୋଲି ନାସା କହିଛି । ସବୁଠୁ ବଡ କଥା ହେଲେ ଯଦି ଏହି ଧୁମ କେତୁ ପୁରା ପୁରି ଭାବେ ପୃଥିବିରେ ମାଡ ହୁଏ , ତେବେ ଆମ ପୃଥିବି ଖଣ୍ଡ ବିଖଣ୍ଡିତ ହୋଇ ଯିବାର ଭୟ ରହିଛି ।

ନାସାର ବୌଞ୍ଗାନିକ ମାନଙ୍କ ମତରେ ଏହି ଧୁମ କେତୁ ୟୁରପର ବିଭିନ୍ନ ଦେଶରେ ମାଡ ହେବାର ସମ୍ଭାବନା ରହିଛି । ହେଲେ ଏହା ପୃଥିବି ପୃଷ୍ଟ ଆଡକୁ ଆସିବା ପୁର୍ବରୁ ବୌଞ୍ଗାନିକ ମାନେ ଏହି ଦିଗରେ ଚିନ୍ତା କରୁଛନ୍ତି କି , କିପରି ଏହା ପୃଥିବିରେ ମାଡ ନ ହେଉ ବୋଲି । ଏହା ନିଶ୍ଚିନ୍ତ ରୁପେ ପୃଥିବି ଏବଂ ଆମ ସମସ୍ତଙ୍କ ପାଇଁ ଏକ ଚିନ୍ତାର ବିଷୟ । ଏହି ପୋଷ୍ଟକୁ ଏବେ ହିଁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବାରେ ଆମକୁ ସାହାଯ୍ୟ କରନ୍ତୁ । ସେୟାର ନିଶ୍ଚୟ କରିବେ

Leave a Reply

Your email address will not be published. Required fields are marked *