ଚାଣକ୍ୟ ବାଣୀ : ଯେଉଁ ମାନେ କରନ୍ତି ଏହି 5 ଟି କାର୍ଯ୍ୟ ସେମାନେ , କେବେ ବି ବନି ପାରିବେ ନାହିଁ ଧନ ବାନ ।

chanakya

ଏମିତି ରେ ଏହି ଦୁନିଆରେ ଧନ ବାନ ହେବାର ଆଶା ସମସ୍ତଙ୍କର ରହି ଥାଏ ଏହା ଆପଣଙ୍କ ମନରେ ନିଶ୍ଚିତ ରହି ଥିବ କି କେମିତି ଆପଣ ବହୁତ ଟଙ୍କା ଆୟ କରି ପାରିବେ । କାରଣ ଆଜିର ଦିନରେ ଧନ ହିଁ ସବୁ କିଛି ବୋଲି ଦେଖା ଯାଏ । ଏମିତି ରେ ଧନ କମାଇବାର ବି ଭାଗ୍ୟ ଉପରେ ବହୁତ ପରିମାଣ ରେ ନିର୍ଭର କରି ଥାଏ । ଏହି ବିଷୟ ରେ ନିଶ୍ଚିତ ଭାବେ ମନେ ରଖିବେ ଜାହାର ଭାଗ୍ୟ ସଠିକ୍ ରହିଥିବ । ସେ ସେତେ ଜଲ୍ଦି ଧନ ବାନ ହୋଇ ପାରିବ । ଏବଂ ଏମିତି କିଛି ଲୋକ ମାନେ ବହୁତ ପରିଶ୍ରମ କରି ଥାନ୍ତି ହେଲେ ସେମାନଙ୍କୁ କିଛି ବି ଫଳ ମିଳି ପାରେ ନାହିଁ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏଠାରେ ସେହି ପରି କିଛି ଲୋକ ମାନଙ୍କ କାର୍ଯ୍ୟ ବିଷୟ ରେ ଜଣେଇବା ପାଇଁ ଆସିଛୁ । ଯେଉଁ ମାନେ ନିଜ ଜୀବନରେ ଏହି ପରି କାର୍ଯ୍ୟ କରି ଥାନ୍ତି । ତେବେ ସେମାନେ ଜିବନ ରେ ଯେତେ ପରିମାଣ ରେ ପରିଶ୍ରମ କରିଲେ ମଧ୍ୟ କେବେ ବି ଧନୀ ହୋଇ ପାରିବେ ନାହିଁ , ତେବେ ଆସନ୍ତୁ ଆମେ ସେହି ସବୁ କାର୍ଯ୍ୟ ବିଷୟରେ ଜାଣି ନେବା ।

1. ଏମିତିରେ ଘରେ ସଫା ସଫି କରିବା ନିଶ୍ଚିତ ଭାବେ ଭଲ କଥା ହୋଇ ଥାଏ । ହେଲେ ଯେଉଁ ଲୋକ ମାନଙ୍କ ଘରେ ରାତି ସମୟରେ ଝାଡୁ ଲଗାଇ ଜାଇ ଥାଏ । ସେମାନଙ୍କ ଘରେ କେବେ ଧନ ଆୟ ହୋଇ ନ ଥାଏ । ତେବେ ଯଦି ସେମାନେ ବହୁତ ପରିମାଣ ରେ ଧନ ର ଆୟ କରି ବି ନିଅନ୍ତି । ତେବେ ସେମିତି ବେଳେ ବି ସେମାନଙ୍କ ପାଖରେ କେବେ ବି ଧନ ରହି ନ ଥାଏ ।

2. ଘରେ ତୁଳସୀ ଗଛ ଲଗାଇଭା ଦ୍ୱରା ଆମ ମାନଙ୍କ ଘର କୁ ମାତା ଲକ୍ଷ୍ମୀ ଙ୍କ ଆଗମନ ହୋଇ ଥାଏ । ସେମିତି ରେ ଘରେ ରହି ଥିବା ତୁଳସୀ ଗଛର ପତ୍ର କୁ ଯଦି ମଇଳା ହାତ ରେ ଧରା ଜାଇ ଥାଏ । ତେବେ ସେମିତି ବେଳେ ବି ଆପଣ ମାନଙ୍କ ଘର ଉପରେ ଏହାର ପ୍ରଭାବ ପଢି ଥାଏ ।

3. ନଖ ସଫା କରିବା ବା ନଖକୁ କାଚିବା ବି ବହୁତ ଭଲ କାର୍ଯ୍ୟ ହୋଇ ଥାଏ ହେଲେ ଯଦି ଆପଣ ମାନେ ଗୁରୁବାର ଦିନ ଏହି ନଖ କୁ କାଟୁ ଥାନ୍ତି ତେବେ ସେମିତି ବେଳେ ଆପଣ ମାନଙ୍କ ପରିବାର ଉପରୁ ମାତା ଲକ୍ଷ୍ମୀ ଙ୍କ ଦୃଷ୍ଟି ଉଠି ଯାଇ ଥାଏ ।

4. ମହିଳା ମାନେ ବାଳକୁ କାଟିଲେ ମଧ୍ୟ ସେମାନେ ଘରର ଲକ୍ଷ୍ମୀ ଙ୍କ ପ୍ରତି ଅନାଦର କରି ଥାନ୍ତି । ତେବେ ଯଦି ଘରେ କୈଣସି ମହିଳା ବାଳ କାଟୁଛନ୍ତି । ତେବେ ସେମିତି କରିବା ପାଇଁ ଦିଅନ୍ତୁ ନାହିଁ ।

5. ଘର ଲକ୍ଷ୍ମୀ ବୋଲି ମହିଳା ମାନଙ୍କୁ କୁହା ଯାଏ ହେଲେ ଯଦି ଘର ର ମହିଳା ମାନଙ୍କ ସହିତ ମାରପିଟ୍ ଆପଣ ମାନେ କରୁଛନ୍ତି । ତେବେ ସେମିତି ବେଳେ ଆପଣ ଙ୍କୁ ଅକାଳ ପଡି ପାରେ । ଏହା ଥିଲା ଘରେ ଲକ୍ଷ୍ମୀ ମାତାଙ୍କୁ ସନ୍ତୁଷ୍ଟ କରି ରଖିବାର କିଛି ସହଜ ଉପାୟ , ଏହି ପୋଷ୍ଟକୁ ଏବେ ହିଁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବାରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *