15 ଅଗଷ୍ଟ ଏବଂ 26 ଜାନୁଆରୀ ମଧ୍ୟ ରେ ରହି ଥାଏ ବହୁତ ଫରକ୍ ନିଶ୍ଚିତ ଜାଣି ନିଅନ୍ତୁ ।

ama

ଆପଣ ନିଶ୍ଚିତ ଭାବେ ଜାଣି ଥିବେ ରାଷ୍ଟ୍ରୀୟ ଧ୍ୱଜା ଆମ ମାନଙ୍କ ଗର୍ବ ଅଟେ । ଏବଂ ସେମିତି ରେ ଆମେ ମାନେ ସେହି ତିରଙ୍ଗା ର ସମ୍ମନ ସବୁ ସମୟ ରେ କରି ଥାଏ । ତିରଙ୍ଗା ନା ଗୋଟିଏ କାଗଜ ଉପରେ ବନା ଜାଇ ଥିବା ତିନୋଟି ରଙ୍ଗ ଅଟେ । ବରଂ ତାହା ହେଉଛି ଆମ ଦେଶ ମଧ୍ୟ ରେ ବିତି ଜାଇ ଥିବା ଅତିତ ,ବର୍ତମାନ ଏବଂ ଭବିଷ୍ୟତ ର ଚିତ୍ର । ସେହି ପରି ବେଳେ ଆପଣ ମାନେ ଜାଣି ଥିବେ ଆମେ ମାନେ ଏହି ଧ୍ୱଜା ସବୁ ସମୟ ରେ 15 ଅଗ୍ଟ ଏବଂ 26 ଜାନୁଆରୀ ରେ ଉଡେଇ ଥାଏ । ସେମିତି ରେ କଣ ଆପଣ ମାନେ ଜାଣି ଛନ୍ତି । ଏହି ଦିନ ରେ ଉଡା ଜାଉ ଥିବା ତିରଙ୍ଗା ର ବହୁତ କିଛି ଫରକ୍ ରହି ଥାଏ ।

15 ଅଗଷ୍ଟ ଏବଂ 26 ଜାନୁଆରୀ ରେ ତିରଙ୍ଗା ଉଡେଇବା ରେ ରହି ଥାଏ ବହୁତ ଫରକ୍ । ଆମର ରାଷ୍ଟ୍ରୀ ଧ୍ୱଜା ଆମର ସମ୍ମାନ ଅଟେ । ତେବେ ,ସେମିତି ରେ କେବଳ ଗର୍ବିତ ନୁହେଁ । ବରଂ ଆମେ ମାନେ ଦେଶ ର ସେହି ସମୟ କୁ ମନେ କରି ଆମେ ଏହି ଦୁଇ ଦିନ ରେ ପାଳନ କରି ଥାନ୍ତି ।

15 ଅଗଷ୍ଟ ଏବଂ 26 ଜାନୁଆରୀ ମଧ୍ୟ ରେ ରହି ଥାଏ ବହୁତ ଫରକ୍ । 15 ଅଗଷ୍ଟ ମାନେ ସ୍ୱତନ୍ତ୍ରତା ଦିବସ ସେହି ପରି ବେଳେ ଆମ ମାନଙ୍କ ଧ୍ୱଜା ଉପର କୁ ଟଣା ଜାଇ ଥାଏ ।ସେହି ପରି ବେଳେ ଆପଣ ମାନେ ଜାଣି ଛନ୍ତି 26 ଜାନୁଆରୀ ଦିନ ଗଣତନ୍ତ୍ର ଦିବସ , ତେବେ ସେହି ଦିନ କେବଳ ତିରଙ୍ଗା କୁ ଖେଳେଇ କରି ଉଡା ଜାଇ ଥାଏ । ସେହି ପରି ବେଳେ ଆପଣ ମାନଙ୍କୁ ସୂଚନା ଦେବୁ କି । ଆମର ନିୟମ ଅନୁସାରେ ସାଧାରଣ ତନ୍ତ୍ର ଦିବସ ଦିନ ପ୍ରଧାନ ମନ୍ତ୍ରୀ ତିରଙ୍ଗା ଉଡାଇ ଥାନ୍ତି । ଏବଂ ସେମିତି ରେ ଯଦି ଆମେ ଗଣ ତନ୍ତର ଦିବସ ବିଷୟ ରେ କହିବା ତେବେ ନିଶ୍ଚିତ ଭାବେ ସେହି ଦିନ ରାଷ୍ଟ୍ରପତି ହିଁ ଏହି ତିରଙ୍ଗା କୁ ଉଡେଇ ଥାଏ । ଏବଂ ଏମିତି ନିୟମ କୁ କେବଳ ଇଂଜେର୍ ମାନଙ୍କ ରହି ଥିବା ବେଳେ ହୋଇ ଥିଲା । ଏବଂ ସେହି ଦିନ ରୁ ଏମିତି ପାଳନ କରା ଜାଇ ଥାଏ ।

Leave a Reply

Your email address will not be published. Required fields are marked *