ନିଜ ବୟଫ୍ରେଣ୍ଡ କୁ ଖୋଲା ଖୋଲି ଭାବେ ଏୟାର ପୋର୍ଟ ରେ କିସ୍ କରୁ ଥିବାର ଦେଖିବା ପାଇଁ ମିଳିଲେ ବଲିଉଡ ରେ ଏହି ଅଭିନେତ୍ରୀ ।

illina-d-cruz

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଅଛୁ । ତେବେ ଏହି ଦିନ ରେ ବଲିଉଡ ର କିଛି ଏମିତି ସେଲିବ୍ରେଟି ମାନଙ୍କ ଚର୍ଚ୍ଚା ସାମ୍ନା କୁ ଆସି ଥିବାର ଦେଖିବା ପାଇଁ ମିଳିଛି । ତେବେ ସେମାନଙ୍କ ମଧ୍ୟ ରୁ ଜଣେ ହେଲେ ଏଲିୟାନା । ଏହି ଦିନ ରେ ତାଙ୍କୁ ନେଇ ହୋଇ ଥିବା ଗୋଟିଏ ଘଟଣା ବହୁଚ ଚର୍ଚ୍ଚା ସାଉଣ୍ଟି ଥିବା ବେଳେ ବର୍ତମାନ ସମୟ ରେ ସେମାନଙ୍କ ର କିଛି ଫୋଟ ଗୁଡ଼ିକ ସୋସିଆଳ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେଇ ଥିବାର ମଧ୍ୟ ଦେଖିବା ପାଇଁ ମିଳିଛି । ପ୍ରଥମେ ସାଉଥ ଫିଲ୍ମ ରେ ଏବଂ ପରେ ପରେ ସେ ବଲିଉଡ ରେ ବହୁ ଚର୍ଚ୍ଚା ରେ ଆସି ଥିବା ଅଭିନେତ୍ରୀ ଏହି ଦିନ ରେ ନିଜ ବୟଫ୍ରେଣ୍ଡ ଙ୍କ ସହିତ ପୂରା ମସଗୁଲ ହୋଇ ଥିବାର ମଧ୍ୟ ଦେଖିବା ପାଇଁ ମିଳିଛି ।

ତେବେ ଆସନ୍ତୁ ଏହି ଦିନ ରେ ଭାଇରଲ ରେ ରହି ଥିବା ତାଙ୍କର କେମେଶ୍ଟ୍ରୀ ବିଷୟ ରେ ଜାଣିବା । ତେବେ ସଂମ୍ପର୍ଣ୍ଣ ଭାବେ ରହି ଥିବା ସୂଚନା ଅନୁସାରେ ଗତ କାଲି ତାଙ୍କୁ ଏବଂ ତାଙ୍କର ବୟଫ୍ରେଣ୍ଡ ଏଣ୍ଡ୍ରୋ ନିବନ୍ ଙ୍କ ସହିତ ମୁମ୍ବାଇ ର ଏୟାର ପୋର୍ଟ ରେ ଦେଖିବା ପାଇଁ ମିଳି ଥିଲା । ଯେଉଁ ଠାରେ କି ସେ ତାଙ୍କ ବୟଫ୍ରେଣ୍ଡ ଙ୍କୁ ସ୍ୱଗତ କରିବା ପାଇଁ ଆସି ଥିଲେ ସେମିତି ରେ ବୟଫ୍ରେଣ୍ଡ ପାଖରେ ପହଁଚିବା କ୍ଷଣି ହିଁ ସେ ତୁରନ୍ତ ଗଳା ଲାଗି ଗଲେ ଏବଂ ସେମାନେ କିସ୍ କରିବା ର ଦୃଶ୍ୟ ବି ଦେଖିବା ପାଇଁ ମିଳିଛି ।

ଏହି ଫୋଟ ବର୍ତମାନ ସମୟ ରେ ଇଣ୍ଟର ନେଟ୍ ରେ ବହୁତ ପରିମାଣ ରେ ଭାଇରଲ ହେଉ ଥିବା ବେଳେ ଏହି ଭିତରେ ଆମ ପାଖରେ ଅନ୍ୟ ଏକ ହଟକେ ଖବର ରହିଛି । ଯେଉଁ ଥିରେ ସେ ପ୍ରେଗନେଣ୍ଟ ରହି ଥିବାର ଘଟଣା ମଧ୍ୟ ସାମ୍ନା କୁ ଆସି ଥିବାର ଜଣା ପଡ଼ିଛି । ଯଦି ଆମେ ତାଙ୍କ କେରିଅଲ ର କଥା କହିବା ନିଶ୍ଟିତ ଭାବେ ତାଙ୍କ ପାଖରେ ବର୍ତମାନ ସମୟ ରେ କୈଣସି ବି ଫିଲ୍ମ ନ ଥିବା ବେଳେ ସେ ଇୟୁରୋପ ରେ ସେଟେଲ ହେବାର ଘଟଣା ସାମ୍ନା କୁ ଆସିଛି । ଏବଂ ବୟ ଫ୍ରେଣ୍ଡ ଏଣ୍ଡ୍ରୋ ନିବନ୍ ବି ତାଙ୍କୁ ବହୁତ ଭଲ ପାଆନ୍ତି । ତେବେ ସେମିତି ବେଳେ ବିବାହ ହେବାର ଆଂଶଙ୍କା ବହୁତ ଅଧିକ ରହିଛି ।

Leave a Reply

Your email address will not be published. Required fields are marked *