WWE ର ସୁପର ଷ୍ଟାର ଜନ୍ ସିନାଙ୍କ ଗାର୍ଲଫ୍ରେଣ୍ଡ୍ ହେଉଛନ୍ତି ଏହି ସୁନ୍ଦର ଯୁବତୀ,ଫୋଟ ଦେଖି ଆପଣଙ୍କୁ ବି ହୋଇ ଯିବ ପ୍ରେମ ।

john-cena-and-wife

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । WWE ମାନେ ବିଶ୍ୱ ରେସଲିଙ୍ଗ୍ ଏଣ୍ଟରଟେନମେଣ୍ଟ୍ ଦୁନିଆଁ ର ସବୁଠୁ ବଡ ସ୍ଥର ବୋଲି କୁହାଯାଇ ଥାଏ । ସେହି ପରି କ୍ଷେତ୍ରରେ ଏଠାରେ ସାରା ଦୁନିଆଁ ର ବହୁତ ରେସଲର ମାନେ ଭାଗ ନେଇ ଥାନ୍ତି । ଏବଂ ସେମାନେ ନିଜର ପ୍ରଦର୍ଶନ ରେ ଲୋକ ମାନଙ୍କୁ ଲୋଭିତ କରିଥାନ୍ତି । ତେବେ ଆମେ ଆଜି ଆପଣ ମାନଙ୍କୁ ସେମିତି ହିଁ ଜଣେ ଦିଗନ୍ତ ବ୍ୟକ୍ତି ଯିଏ ସେହି WWE ର ଦୁନିଆଁ ର ବାଦସାହ ଭାବେ ଜଣା ଜାଇ ଥାନ୍ତି । ଆମେ ଆଜି ତାଙ୍କରି ବିଷୟ ରେ ସଂମ୍ପର୍ଣ୍ଣ ଭାବେ କଥା ହେବା । ଖାସ୍ କରି ଏହି ଦିନ ରେ ଚର୍ଚ୍ଚା ର ବିଷୟ ରେ ଥିବା ତାଙ୍କ ଗାର୍ଲଫ୍ରେଣ୍ଡ ଙ୍କ ବିଷୟ ରେ ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ ।

ହଁ ଆଜ୍ଞ୍ୟା ଆମେ ଆପଣ ମାନଙ୍କୁ ଜାହାଙ୍କ ବିଷୟ ରେ କହୁଛୁ ସେ ହେଲେ ଜନ୍ ସିନା WWE ରେସଲିଙ୍ଗ୍ ର କଥା ଆସିବା ମାନେ ଜନ୍ ସିନା ବୋଲି ଜାଣନ୍ତି । ହେଲେ ଆଜିର ଦିନ ରେ ତାଙ୍କୁ ଲୋକ ମାନେ ତାଙ୍କର ଗାର୍ଲଫ୍ରେଣ୍ଡ କୁ ନେଇ ଚର୍ଚ୍ଚା ବିଷୟ ରେ ରଖିଛନ୍ତି । ସେମିତି ରେ ଏହି ଦିନ ରେ ଜନ୍ ସିନା ଙ୍କ ଗାର୍ଲ ଫ୍ରେଣ୍ଡ୍ ନିକି ୱାଲା ଯେ କି ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି । ଏବଂ ତାଙ୍କର ବଡି ଫିଟନେସ୍ ରେ ସେ ଲୋକ ମାନଙ୍କୁ ମୋହିତ କରି ଥାନ୍ତି । ସେମିତି ରେ ଯଦି ଆମେ ନିକି ୱାଲା ଙ୍କ କଥା କହିବା ତାଙ୍କର ପୁରା ପରିବାର ଲୋକ ମାନେ ଏହି ରେସଲିଙ୍ଗ୍ ରେ ଯୁଡା ହୋଇଛନ୍ତି ।

john-cena
credit-india speaks

1884 ମସିହା ରେ ଜନ୍ମ ହୋଇ ଥିବା ଏହି ନିକି ଆଜିର ଦିନ ରେ ସେ ମୋଡେଲିଂ କରିବା ସହିତ ଜନ୍ ଙ୍କୁ ବହୁତ ଭଲ ପାଆନ୍ତି ବୋଲି କହି ଥାନ୍ତି । ଏବଂ ସେମିତି ରେ ବିଗତ ଦିନ ରେ ନିକି ଙ୍କ ମୋଡେଲିଂ ର କିଛି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇ ଥିଲା । ପରେ ପରେ ଏମାନେ ଚର୍ଚ୍ଚା ର ବିଷୟ କୁ ଅଧିକ ଯୋର ବଢି ପାରି ଥିଲା । ବର୍ତମାନ ସମୟ ରେ ଏହି ଭିଡ଼ିଓ କୁ 50 ଲକ୍ଷ ରୁ ଅଧିକ ଲୋକ ମାନେ ଦେଖି ସାରିଛନ୍ତି ।

Leave a Reply

Your email address will not be published. Required fields are marked *