ବଲିଉଡରେ ହିରୋଇନ କରିଦେବେ କହି , ସୁନ୍ଦର ସୁନ୍ଦର ଝିଅଙ୍କୁ ନେଇ ଏମିତି ଖରାପ କାମରେ ଲଗାଉଥିଲେ ଏହି ଲୋକ , ଆଉ ତା ପରେ

hotel-odia

ମୁମ୍ବାଇ – ଏହି ଦିନରେ ମୁମ୍ବାଇ ଠାରେ ଦୁଇ ଜଣ ମହିଳା ମଡେଲ୍ ମାନଙ୍କୁ ବ୍ଲୁ ଫିଲ୍ମ ତିଆରୀ କରୁ ଥିବାର ନେଇ ଗିରଫ କରି ଥିବାର ଦେଖିବା ପାଇଁ ମିଳିଛି । ଶନିବାର ଦିନ ରେ ପାଖା ପାଖି 1 ବେଳ ସମୟ ରେ ଏମାନଙ୍କୁ ଗିରଫ କରା ଯାଇଥିଲା । ତେବେ ସେମାନେ କହିଥିଲେ କି ସେମାନଙ୍କୁ ନିର୍ଦ୍ଧେଶକ ନିଜେ କହି ଥିଲେ କି ଏହି ସବୁ ଫିଲ୍ମ କରି ସାରିବା ପରେ ସେମାନଙ୍କୁ ବଲିଉଡ ରେ ଭଲ ସିନେମାରେ ସୁଯୋଗ ଦେବେ ବୋଲି । ସେହି ପରି କ୍ଷେତ୍ର ରେ ଏମାନଙ୍କ ଠୁ ଆଜକୁ ପ୍ରାୟ 5 ବର୍ଷ ହେବେ ଏମିତି ଗୋଟିଏ ଗୋଟିଏ ଅଶ୍ଲିଳ ଫିଲ୍ମ କରା ଜାଉ ଥିବାର ଏମାନେ ଅଭିଯୋଗ ମଧ୍ୟ କରିଛନ୍ତି ।

women-get-arest
indiaspeak

ତେବେ ଏଠାରେ ନିର୍ଦ୍ଦେଶକ ହେଲେ ଜଣେ କବିରାଜ ସେ ଏହି ଦୁଇ ମହିଳା ଙ୍କୁ ପ୍ରତ୍ୟେକ ଥର ଗୋଟିଏ ଆଲିସାନ୍ ହୋଟେଲ୍ କୁ ନେଉ ଥିଲେ । ସେଠାରେ ସେମାନଙ୍କୁ ବହୁତ ଭଲ ରେଟ୍ ରେ ବିକ୍ରୀ କରୁ ଥିଲେ ହେଲେ ସେମାନଙ୍କୁ, ଅର୍ଥାଥ ସେହି ଦୁଇ ମହିଳା ମାନଙ୍କୁ କିଛି ବି ଜଣା ପଡୁ ନ ଥିଲା । କାରଣ ସେମାନେ ଏହି ନିର୍ଦ୍ଦେଶକ ଙ୍କ ମତ ରେ ବଲିଉଡ ର ଷ୍ଟାର ହେବା ପାଇଁ ହିଁ ଏମିତି ସବୁ କାର୍ଯ୍ୟ କରୁ ଥିଲେ ବୋଲି କହିଛନ୍ତି । ସେହି ପରି କ୍ଷେତ୍ର ରେ ଏହି ସବୁ ଘଟଣା କୁ ଏହି ଦିନ ରେ ମୁମ୍ବାଇ ପୋଲିସ୍ ଜାଣି ପାରି ଥିଲେ । ଏବଂ ସେହି ପରି କ୍ଷେତ୍ର ରେ ସେମାନଙ୍କୁ ଆରେଷ୍ଟ କରି ଥିଲେ ହେଲେ ସେହି ଠାରୁ ସେହି ନିର୍ଦ୍ଧେଶକ ଖସି ପଳେଇ ଥିବାର ଦେଖିବା ପାଇଁ ମିଳିଛି ।

ତଥାପି ଏହି ବିଷୟ ରେ ମୁମବାଇ ପୋଲିସ୍ ଏବେ ଚନ୍ନ ଘନ କରୁ ଥିବା ବେଳେ ସେମାନେ କହିଛନ୍ତି କି ବହୁତ ଶିଘ୍ର ସେହି ନିର୍ଦ୍ଧେଶକ ଙ୍କୁ ଧରା ଯିବ । ତଥା ପୋଲିସ୍ ଏହି କଥା ବି କହିଛି ସେହି ଦୁଇ ମହିଳା ମାନଙ୍କ କିଛଇ ଭିଡ଼ିଓ ମଧ୍ୟ ଜବଦ୍ ହୋଇ ଥିବା ବେଳେ ସେହି ସବୁ କୁ ସେହି ନିର୍ଦ୍ଧେଶକ ଜଣଙ୍କ ବହୁତ ସୁଲଭ ଦାମ୍ ରେ ବାହାରେ ବଜାର ରେ ରିଲିଜ୍ କରି ଥିଲା । ସେହିଥିରୁ ମଧ୍ୟ ବହୁତ ମୁନାଫା କମେଇ ଥିବ ବୋଲି ଅନୁମାନ ହୋଇଛି ତଥା ବର୍ତମାନ ସମୟ ରେ ପୋଲିସ୍ ତାର ଇନଭେଷ୍ଟିକେସନ୍ ଜାରୀ ରଖିଛି । ଏବଂ ସେହି ମହିଳଆ ଦୁହିଁଙ୍କୁ ନିଜ ପାଖରେ ରଖିଛି ।

Leave a Reply

Your email address will not be published. Required fields are marked *