ଆପଣ ମାନେ ଜାଣି ଥିବେ ଗୋଟିଏ ପୁରୁଣା ଫିଲ୍ମମର ଗୀତ ରହିଛି ଯେଉଁ ଥିରେ କୁହା ଜାଇଛି । ନା ଉମର୍ କା ସୀମା ହେ ନା ଜନ୍ମ ର ଅଛି ବନ୍ଧନ ନା ପ୍ରେମ ରେ ବୟସ ରହିଛି ….। ସେହି ସମୟରେ ଏହି ଗୀତ କୁ ଖାସ୍ କରି ପ୍ରେମୀ ଯୁଗଳ ମାନଙ୍କ ପାଇଁ ଲେଖା ଜାଇ ଥିଲା । ଏଥିରେ ସଂମ୍ପର୍ଣ୍ଣ ଭାବେ କୁହା ଜାଇଛି କି ପ୍ରେମ କରିବାର କିଛି ବି ସମୟ ନାହିଁ ବୋଲି । ଲାଗୁଛି ଏହା ଏବେ ସତ୍ୟ ମଧ୍ୟ ହୋଇଛି । ଏହି ନିକଟ ଦିନ ରେ ତାମିଲ ନାଡୁର ରମନାଥ ପୁରମ୍ ଜିଲ୍ଲା ର ନିବାସୀ ମଳୟ ସାମୀ ଜାହାଙ୍କ ବର୍ତମାନ ସମୟ ରେ 74 ବର୍ଷ ସେ ଏହି ଗୀତ ସୁଣିବା ପରେ ପରେ କିଛି ଅଧିକ ହିଁ ସିରିୟସ୍ ହୋଇ ଜାଇଛନ୍ତି ।
ତାମିଲ୍ ନାଡୁ ର ମଳୟ ସାମୀ (Malaya samy ) ବର୍ତମାନ ସମୟ ରେ ନିଜ ଠାରୁ 46 ବର୍ଷ ସାନ ଝିଅ କୁ ବିବାହ କରିବା ପାଇଁ ଚାହୁଁଛନ୍ତି । ଏବଂ ଆପଣ ମାନଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ କି ଏହି ଯୁବତୀ ଜଣଙ୍କ ହେଲେ ଭାରତ ର ପ୍ରମୁଖ ଖେଳାଳି ପିବି ସିଦ୍ଧୁ (PV Sindhu) ଜାହାଙ୍କ ବୟସ ବର୍ତ୍ତମାନ ସମୟ ରେ 24 ବର୍ଷ ତାଙ୍କୁ ବିବାହ କରିବେ ବୋଲି ଅଡି ବସିଛନ୍ତି ମଳୟ ସାମୀ ଏହି କଥା ଜାଣି ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗିବ କି ମଳୟ ସାମୀ ଏତେ ବଡ ଯେ ପିବି ସିଦ୍ଧୁ ଙ୍କ ବାପା ବି ତାଙ୍କ ଠାରୁ ସାନ ହେଉଛନ୍ତି । ଆମେ ନିଜ ବାପାଙ୍କ ବୟସ ଠୁ ବି ଅଧିକ ବଡ ଲୋକ ଆସି ତାଙ୍କୁ ବିବାହ କରିବା ପାଇଁ ଧମକ ଦେଇଛି ।
ତେବେ ଏହି ଘଟଣା ର ପର୍ଦାଫାସ୍ ସେତେ ବେଳେ ହେଲା ଯେତେ ବେଳେ ମଳୟ ଏହି କିଛି ଦିନ ତଳେ ତାଙ୍କୁ ବିବାହ କରିବା ପାଇଁ କଲେକ୍ଟର ଅଫିସ୍ ରେ ଦସ୍ତଖତ ଲଗାଇ ଥିଲେ । ଏବଂ ସେତିକି ବେଳେ ତାଙ୍କୁ ଲୋକ ମାନେ ପାଗଳ ବୋଲି କହି ଥିଲେ । ତେବେ ତଥାପି ସେ ଏହି କଥା କୁ କିଛି ସୁଣି ନ ଥିଲେ । ତାଙ୍କର କହିବା କଥା କି ସେ ପିବି ଙ୍କୁ ଟିଭି ରେ ଦେଖିକରି ହିଁ ପ୍ରେମ କରି ବସି ଥିଲେ । ଏବଂ ବର୍ତମାନ ସମୟ ରେ ସେ ତାଙ୍କୁ ବିବାହ କରିବା ପାଇଁ ଚାହୁଁଛନ୍ତି । ସେମିତି ରେ ସେ ସେହିଠାରେ ଏହି ପରି ଧମକ୍ ମଧ୍ୟ ଦେଇଛନ୍ତି କି । ସେ ଯେମିତି ହେଉ ବିବାହ ତାଙ୍କୁ କରିବେ ନଚେତ୍ ତାଙକୁ ଅପହରଣ କରି ନେବେ ବୋଲି କହିଛନ୍ତି ।