ଶୋଇବା ପୂର୍ବ ରୁ ପତ୍ନୀ ଙ୍କ ସହିତ କରନ୍ତୁ ସବୁ ବେଳେ ଏହି କାର୍ଯ୍ୟ, ସବୁ ବେଳେ ପତ୍ନୀ ରହିବେ ଖୁସି ଆପଣଙ୍କ ଉପରେ ।

roli-net

ସାଧାରଣ ଭାବେ ପତି ପତ୍ନୀ ଙ୍କ ମଧ୍ୟ ରେ ଝଗଡା ହେବା ଗୋଟିଏ ସାଧାରଣ କଥା ଅଟେ । ତେବେ କେବେ କେବେ ଏହି ସାଧାରଣ ଝଗଡା ବଦଳି ଜାଇ ବହୁତ ବଡ ଝଡ ର ମୋଡ ନେଇ ନେଇ ଥାଏ । ଏବଂ ସେମିତି ବେଳେ ସେହି ପତି ପତ୍ନୀ ମାନେ ନିଜ ନିଜ ଠାରୁ ଅଲଗା ହେବା ପାଇଁ ଚେଷ୍ଟା କରି ଥାନ୍ତି । ସେମିତି ରେ ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହିଁବୁ କି ଏହି ପତି ଏବଂ ପତ୍ନୀ ଙ୍କ ମଧ୍ୟ ରେ ମତାନ୍ତର ହେବା ଗୋଟିଏ ସ୍ୱଭାବିକ କଥା ଅଟେ । ହେଲେ ଏହାର ସମାଧାନ ବି ବହୁତ ଜରୁରୀ ଅଟେ । ଆମେ ଆଜି ଆପଣ ମାନଙ୍କୁ ଏହି ସଂମ୍ପର୍କ ରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ । ଯେଉଁ କାର୍ଯ୍ୟ ଦ୍ୱାରା ଆପଣ ମାନଙ୍କ ସଂମ୍ପର୍କ ସବୁ ବେଳେ ସଦୃଢ ରହିବ । ଏବଂ ଆପଣ ମାନଙ୍କ ପତି ପତ୍ନୀ ଙ୍କ ମଧ୍ୟ ରେ ହେଉ ଥିବା ଝଗଡା କେବେ ବି ଏକ ବଡ ରୂପ ନେବ ନାହିଁ । ତେବେ ଆସନ୍ତୁ ଜାଣି ନେବା ।

ଶୋଇବା ପୂର୍ବ ରୁ କରନ୍ତୁ ଏମିତି କାର୍ଯ୍ୟ ।
ସ୍ୱାମୀ ମାନେ ସବୁ ସମୟ ରେ ବ୍ୟସ୍ତତା ରହି ଥିବା ହେତୁ ସେମାନେ ନିଜ ପତ୍ନୀ ଙ୍କୁ ରାତ୍ରୀ ସମୟ ରେ ସମୟ ଦେବା ପାଇଁ ଇଚ୍ଛା ପ୍ରକଟ କରି ନଥାନ୍ତି । ହେଲେ ଆମେ ଆପଣ ମାନଙ୍କୁ କହିବୁ ଏହା ଆପଣଙ୍କ ମୁର୍ଖାମୀ ହେବ । ଯଦି ଆପଣ ମାନେ ରାତ୍ରୀ ସମୟ ରେ ନିଜ ନିଜ ପତ୍ନୀ ଙ୍କୁ ସମୟ ଦେଇ ପାରିବେ ନାହିଁ ବା କାମ ରୁ ଆସିବା ସହିତ ଆପଣ ମାନେ ଶାନ୍ତି ରେ ଶୋଇବା ପାଇଁ ପସନ୍ଦ କରି ଥାନ୍ତି । ତେବେ ସେମିତି କ୍ଷେତ୍ର ରେ ପତ୍ନୀ ମାନେ ସ୍ୱାମୀ ଙ୍କ ଉପରେ ରାଗି ଜାଇ ଥାନ୍ତି । ଏଠାରେ ଆପଣ ମାନଙ୍କୁ ସେମାନଙ୍କ ସହିତ ଆସିବା କ୍ଷଣି ହିଁ ମିଠା ମିଠା କଥା କହିବା ଦରକାର ହୋଇ ଥାଏ । ସେହି ପରି ଭାବେ ଯଦି ଆପଣଙ୍କୁ ଜରୁରୀ ହୋଇ ଥାଏ । ତେବେ ଆପଣ ମାନେ ପତ୍ନୀ ଙ୍କୁ ଛାତି ରେ ଲେଗେଇ ଦେଖନ୍ତୁ ।

ତେବେ ସେ ନିଶ୍ଚିତ ଭାବେ ଖୁସି ହେବେ । ସାଧାରଣ କ୍ରମେ ଗୋଟିଏ ମନୁଶ୍ୟ କୁ ନିଜ ପତ୍ନୀ ଙ୍କ ସହିତ ରୋମାନ୍ସ କରିବା ନିତ୍ୟାନ୍ତ ଆବଶ୍ୟକ ହୋଇ ଥାଏ । ଏବଂ ସେହି ପରି ବେଳେ ଆପଣ ମାନେ ବି ନିଜ ପତ୍ନୀ ଙ୍କ ସହିତ ରୋମାନ୍ସ କରିବାର ସମୟ ବାହାର କରି ନିଅନ୍ତୁ । ଏହାର ସହିତ ପତ୍ନୀ ଙ୍କ ନିତ୍ୟ ସେବା । ଆପଣ ମାନେ ବଧୋ ହୁଏ ଜାଣି ନାହାଁନ୍ତି କି ବୈବାହିତ ଜିବନ ରେ ଶାରିରୀକ ସଂମ୍ପର୍କ କେତେ ପରିମାଣ ରେ ଆବଶ୍ୟକ ହୋଇ ଥାଏ । ଆପଣ ମାନେ ନିଜ ପତ୍ନୀ ଙ୍କ ସହିତ ଶୋଇବା ପୂର୍ବ ରୁ ଏହି ସଂମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ ତେବେ ଦେଖି୍ବେ ସେ ନିଶ୍ଚିତ ଭାବେ ଆପଙ୍କ ଉପରେ ଖୁସି ହେବେ ।

Leave a Reply

Your email address will not be published. Required fields are marked *