ନିଜ ବାପାଙ୍କ ସାଙ୍ଗର ଝିଅକୁ ଭଲ ପାଇ ବସିଥିଲେ ଗୌତମ ଗମ୍ଭୀର, ଆଉ ତାପରେ ଝିଅକୁ ପାଇବା ପାଇଁ କରିଥିଲେ ଏହି କାମ

ଆପଣ ମାଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଟିମ୍ ଇଣ୍ଡିଆ ର ପୂର୍ବ ସଲାମୀ ବ୍ୟଟ୍ସ ମ୍ୟନ୍ ଗୈତମ ଗମ୍ଭୀରଏହି କିଛି ଦିନ ତଳେ 38 ତମ ଦନ୍ମ ଦିନ ପାଳନ କରି ଛନ୍ତି । ଅତୀତ ଦିନରେ କ୍ରିକେଟର ପଡିଆ ରେ ଧମାଲ କରୁଥିବା ଏହି ଖେଳାଳି ଙ୍କୁ ବହୁତ ଗୁଡ଼ିଏ ଉଇସ୍ ମିଳି ଥିବା ଦେଖିବା ପାଇଁ ମିଳିଛି । ସୋସିଆଲ ମିଡ଼ିଆ ରେ ସେ ବହୁତ ଭଲପାଇବା ସାଉଣ୍ଟି ଛନ୍ତି । ସେହି ପରି ଭାବେ ଆପଣ ମାନେ ଜାଣିଛନ୍ତି । ଏହି ଦିନ ରେ ସେ କ୍ରିକେଟ ଜଗତ ରୁ ବିଦାୟ ନେଇ ଥିବା ବେଳେ ରଜନିତୀ ଜଗତ ରେ ପାଦାର୍ପଣ କରି ଥିବା ବେଳେ ତାଙ୍କୁ ସେଠାରୁ ମଧ୍ୟ ବହୁତ ବହୁତ ଜନ୍ମ ଦିନ ରେ ଶୁଭକାମନା ମିଳିଛି । ହେଲେ ଆଜି ଏଠାରେ ଏହି ମହାନ୍ ଖେଳାଳି ଙ୍କ ରାଜନୀତି ନୁହେଁ ତାଙ୍କର ରିୟଲ ଲାଇଫ୍ ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବୁ ଖାସ୍ କରି ତାଙ୍କର ପ୍ରେମ ସଂମ୍ପର୍କ ବିଷୟ ରେ ଆପଣଙ୍କୁ ଜଣେଇବୁ । ଜାହା ଜାଣିଲେ ଆପଣ ହସି ହସି ଗଡିଯିବେ ।

ବିଜନେସ୍ ମ୍ୟନ୍ ର ଝିଅ ଙ୍କୁ କରିଲେ ବିବାହ ।
ଗୈତମ 28 ଅକ୍ଟୋବର 2011 ରେ ଦିଲ୍ଲୀ ରେ ରହୁ ଥିବା ନତାସା ଜେନ୍ ଙ୍କୁ ବିବାହ କରି ଥିଲେ । ତାଙ୍କର ପତ୍ନୀ ଦେଖିବା ପାଇଁ ବହୁତ ସୁନ୍ଦର ହୋଇ ଥିବା ବେଳେ ସେ ବଲିଉଡ ରେ ମୋଡେଲିଂ ର କାର୍ଯ୍ୟ କରି ଥାନ୍ତି । ସେମିତି ରେ ଜେନି ସବୁ ସମୟ ରେ ଗୋଟିଏ ସାଧାରଣ ଜିବନ ବ୍ୟତିତ କରିବା ପାଇଁ ପସନ୍ଦ କରନ୍ତି । ସେହିଥି ପାଇଁ ସେମାନେ ଆରେଞ୍ ମେରେଜ୍ କରି ଥିଲେ । ହେଲେ ସବୁଠୁ ମଜାର କଥା ହେଉଛି ଗୌତମ ଗମ୍ଭୀରଙ୍କ ସ୍ତ୍ରୀ ହେଉଛି ତାଙ୍କ ବାପାଙ୍କ ସାଙ୍ଗର ଝିଅ , ବେସ କିଛି ଦିନ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା , ଉଭୟ ମନ୍ଦିରରେ ମଧ୍ୟ ବିବାହ କରି ନେଇଥିଲେ ।

Gautam-his-wife
credit-india speak

ପିତା ଜଣେ ବିଜନେସ୍ ମ୍ୟନ୍ ।
ଗୈତମ ଗମ୍ଭୀର ଙ୍କ ପିତା ଦିପକ୍ ଗମ୍ଭୀର ଜଣେ ବହୁତ ବଡ ବିଜନେସ୍ ମ୍ୟନ୍ ଅଟନ୍ତି । ତାଙ୍କର ବହୁତ ପ୍ରକାରର ବିଜନେସ୍ ଦିଲ୍ଲୀ ର ମୂଖ୍ୟ ସହର ରେ ହୋଇ ଥାଏ । ଜେନି ଙ୍କ ପିତା ବି ଦିପକ ଙ୍କ ବହୁତ ଭଲ ସାଙ୍ଗ ଅଟନ୍ତି । ଏବଂ ସେହି ପରି କ୍ଷେତ୍ର ରେ ସେମାନଙଅକ ମଧ୍ୟ ରେ ମନ ମିଳନ କୁ ଦେଖଇ ସେମାନେ ଦୁହେଁ ଦୁହିଁଙ୍କ ସହିତ ବିବାହ କରିବାର ର ଡିସିସନ୍ ନେଇ ଥିଲେ । ଏବେ ସେମାନଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଅଛନ୍ତି । ତେବେ ଏମାନଙ୍କ ଲବ୍ ଷ୍ଟୋରୀ ସେହି ବିଜନେସ୍ ରୁ ଆରମ୍ଭ ହୋଇ ଥିଲା ବୋଲି ଗୈତମ ଏହି ଦିନ ରେ ଗୋଟିଏ କୋନଫ୍ରାନ୍ସ ରେ କହିଛନ୍ତି ।

Leave a Reply

Your email address will not be published. Required fields are marked *