ଘରେ ଧୁପ କାଠି ଜାଳୁଥିଲେ ପଢି ନିଅନ୍ତୁ ଏହି ଖବରପ , ନ ହେଲେ ଆପଣ ବି ପଡି ଜାଇ ପାରନ୍ତି କ୍ୟାନସରରେ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ହିନ୍ଦୁ ଧର୍ମ ରେ ସାଧାରଣ ଭାବେ ପୂଜା ପାଛ ପାଇଁ ବିଶେଷ ପ୍ରକାରର ବ୍ୟବସ୍ଥା ମାନ ହେଉ ଥିବା ବେଳେ । ସେଥି ମଧ୍ୟ ରୁ ଧୂପ ଦିପ ଝୁଣା ଆଦି ର ବ୍ୟବହାର ହୋଇ ଥାଏମ । ତେବେ ଜାଇ ପୂଜା ସଂମ୍ପର୍ଣ୍ଣ ହୋଇ ଥାଏ । ଏମିତି ରେ ଯଦି ଆମେ ଆମ ଭାରତ ବର୍ଷ କଥା କହିବା ତେବେ ପ୍ରତ୍ୟେକ ଘରେ ଏବେ ପୂଜା ପାଠ ହୋଇ ଥାଏ । ତେବେ ସେହି ଗୁଡିକ ମଧ୍ୟ ରୁ ଏମିତି ରେ ଧୂପ ର ବ୍ୟବହାର ବହୁତ ପରିମାଣ ରେ ହୋଇ ଥାଏ ।ତେବେ କଣ ଆପଣ ମାନେ ଜାଣି ଛନ୍ତି କି ଏହି ଧୂପ ର ବ୍ୟବହାର ଆମ ମାନଙ୍କ ପାଇଁ କେତେ ପରିମାଣ ରେ ଖରାପ ହୋଇ ପାରେ ଏବଂ ତାହା ଆମ ମାନଙ୍କୁ ରୋଗା କ୍ରାନ୍ତ କରିବା ପାଇଁ ସକ୍ଷମ ଅଟେ । ତେବେ ଆସନ୍ତୁ ଆମେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ତେବେ ସଂମ୍ପର୍ଣ୍ଣ ରୂପେ କହିବା ପାଇଁ ଗଲେ ଏହି ନିକଟ ରେ ହୋଇ ଥିବା ବିଶେସଜ୍ଞ ମାନଙ୍କ ଶୁଦ୍ଧ ରୁ ଏହି କଥା ଜଣା ପଡିଛି କି ଏହି ଦୂପ ବତୀ ର ବ୍ୟବହାର ଦ୍ୱାରା ଆମକୁ ବହୁତ ପ୍ରକାରର ରୋଗ ହୋଇ ଥାଏ । ସେହି ବିୀଷୟ ରେ ଆଲୋଚନା କରିବା ।ସ୍ୱାଶ ରୋଗ ହେବା ବହୁତ ଆଶଂକା । ଏମିତି ରେ ଏହି ନିକଟ ରେ ମିଳି ଥିବା ଖବର ଅନୁସାରେ ଧୂପ ବତୀ ର ଧୂଆଁ କୁ ପ୍ରତ୍ୟେକ ଦିନ ନେବା ପରେ ଜଣେ ବ୍ୟକ୍ତି କୁ ସ୍ୱାଶ ପରି ଭୟଙ୍କର ରୋଗ ହେବାର ବହୁତ ଆଶଂକା ରହି ଥାଏ । ମଣିଷ ଡିଏନେ ଉପରେ ପଡି ଥାଏ ପ୍ରଭାବ । ଏମିତି ରେ ଏପରି ବି ଜଣା ପଡିଛି କି ଘରେ ପ୍ରତ୍ୟେକ ଦିନ ଏହି ଧୂପ ବତୀ କୁ ବ୍ୟବହାର କରିବା ଦ୍ୱରା ଆମ ଦେହ ରେ ଥିବା ଡିଏନେ ଉପରେ ବହୁତ ପ୍ରଭାବ ପଡି ଥାଏ ।

agar-bati
credit-naman bharat

ତେବେ ପରେ ପରେ ଏମିତି ରକ୍ତ ଚାପ ତଥା ପେଟ ରୋଗ ଭଳି ବହୁତ ରୋଗ ମାନ ହେବାର ବହୁତ ଆଶଂକା ରହି ଥାଏ ବୋଲି ଜଣା ପଡିଛି । ସେମିତି ରେ ଏମିତି ବହୁତ ଗୁଡ଼ିଏ ସର୍ଭେ ରୁ ମଧ୍ୟ ଦେଖିବା ପାଇଁ ମିଳିଛି କି । ଏହି ଧୂପ ବତୀ ର ପ୍ରତ୍ୟେକ ଦିନ ବ୍ୟବହାର ରେ କେନସର୍ ଭଳି ରୋଗ ବି ହେବାର ବହୁତ ଆଶଂକା ରହିଛି ।

ଏହି ଦରକାରୀ ଖବରଟିକୁ ଏବେ ହିଁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବାରେ ଆମକୁ ସାହାଯ୍ୟ କରନ୍ତୁ । ଆସା କରୁଛୁ ଏହି ଖବର ଆପଣଙ୍କୁ ଭଲ ଲାଗିଥିବ , ଏହି ଭଳି ଖବର ପ୍ରତିଦିନ ପଢିବା ଏହାକୁ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *